Wednesday, March 11, 2026 07:27 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦିନକରେ ୫ ଜୀବନ ନେଲା କରୋନା, ୪୯୫ ନୂଆ ପଜିଟିଭ୍

by Our Correspondent
04 Jul, 2020- 12:57 PM
in Latest News, News
1 min read
0
ଦିନକରେ ୫ ଜୀବନ ନେଲା କରୋନା, ୪୯୫ ନୂଆ ପଜିଟିଭ୍
ଭୁୁବନେଶ୍ୱର: ରାଜ୍ୟରେ କରୋନା ଆଉ ୫ ଜଣଙ୍କର ଜୀବନ ନେଇଛି । ଗତ ୨୪ ଘଣ୍ଟା ଭିତରେ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ଏହି ୫ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଏ ପର୍ଯ୍ୟନ୍ତ ୩୪ ଜଣଙ୍କ ଜୀବନ ନେଲାଣି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୦ ଜଣ ପ୍ରାଣ ହରାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୭ ଏବଂ କଟକ ଜିଲ୍ଲାରୁ ୪ ଜଣ ପ୍ରାଣ ହରାଇଛନ୍ତି । ପୁରୀ, ବରଗଡ଼ ଓ ଅନୁଗୁଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ଜୀବନ ଯାଇଛି ।
ଏପଟେ ଲଗାତର ଦ୍ୱିତୀୟ ଦିନ ପାଇଁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ ବଢ଼ିଯାଇଛି । ଗତକାଲି ୨୦ ଜିଲ୍ଲାରୁ ୫୬୧ ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ ଆଜି ୨୪ ଜିଲ୍ଲାରୁ ୪୯୫ ନୂଆ ପଜିଟିଭ୍ କେସ୍ ଆସିଛି । ସେମାନଙ୍କ ମଧ୍ୟରୁ ୩୫୫ କ୍ୱାରେଣ୍ଟାଇନ୍ କେସ୍ ଏବଂ ୧୪୦ ଲୋକାଲ୍ କେସ୍ । ଗତକାଲି ରାଜ୍ୟରୁ ୧୩୬ ଲୋକାଲ୍ କେସ୍ ଆସିଥିଲା । ଆଜି ଆସିଥିବା ୪୯୫ ପଜିଟିଭ୍ ତାଲିକାରେ ଗଞ୍ଜାମରୁ ଅଛନ୍ତି ସର୍ବାଧିକ ୨୧୬ । ଗତକାଲି ଜିଲ୍ଲାରୁ ୨୮୩ ଆକ୍ରାନ୍ତ ହୋଇଥିଲେ ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୨୪, ବାଲେଶ୍ୱର-୧୩, ବରଗଡ଼-୨, ଭଦ୍ରକ-୧୨, କଟକ-୧୩, ଢ଼େଙ୍କାନାଳ-୧, ଗଜପତି-୭, ଗଞ୍ଜାମ-୨୧୬, ଜଗତସିଂହପୁର-୧୨, ଯାଜପୁର-୧, ଝାରସୁଗୁଡ଼ା-୮, କନ୍ଧମାଳ-୮, କେନ୍ଦ୍ରାପଡ଼ା-୧୧, କେନ୍ଦୁଝର-୫, ଖୋର୍ଦ୍ଧା-୫୦, କୋରାପୁଟ-୫, ମାଲକାନଗିରି-୫, ମୟୁରଭଞ୍ଜ-୨୮, ନବରଙ୍ଗପୁର-୧୧, ନୟାଗଡ଼-୧, ପୁରୀ-୧୮, ସମ୍ବଲପୁର-୬, ସୋନପୁର-୨, ସୁନ୍ଦରଗଡ଼-୩୬ ।
ମୋଟାମୋଟି ଭାବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧ । ଗତ ୨୪ ଘଣ୍ଟାରେ ୨୦୩ ରୋଗୀ ଆରୋଗ୍ୟ ହୋଇଥିବାରୁ ମୋଟ ଆରୋଗ୍ୟଙ୍କ ସଂଖ୍ୟା ହେଉଛି ୫୭୦୫ । ଏବେ ରାଜ୍ୟରେ ଆକ୍ଟିଭ୍ କରୋନା ଆକ୍ରାନ୍ତ ଅଛନ୍ତି ୨୮୫୩ ।
Previous Post

‘ରାଜ୍ ଇଲେକଟ୍ରୋନିକ୍ସ’ରେ କରୋନା; ଦୋକାନ ସିଲ୍, ୫୦ କ୍ୱାରେଣ୍ଟାଇନ୍

Next Post

ଗଞ୍ଜାମ ସ୍ଥିତି ଜଟିଳ: କୋଭିଡ୍ ପରିଚାଳନା ପାଇଁ ୨ ଆଇଏଏସ୍, ୬ ଓଏଏସ୍ ଙ୍କୁ ପଠାଗଲା

Next Post
ଗଞ୍ଜାମ ସ୍ଥିତି ଜଟିଳ: କୋଭିଡ୍ ପରିଚାଳନା ପାଇଁ ୨ ଆଇଏଏସ୍, ୬ ଓଏଏସ୍ ଙ୍କୁ ପଠାଗଲା

ଗଞ୍ଜାମ ସ୍ଥିତି ଜଟିଳ: କୋଭିଡ୍ ପରିଚାଳନା ପାଇଁ ୨ ଆଇଏଏସ୍, ୬ ଓଏଏସ୍ ଙ୍କୁ ପଠାଗଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA