“ନିଶା ଠାରୁ ଦୂରେଇ ରୁହନ୍ତୁ । ବିଶେଷ କରି ବର୍ତ୍ତମାନ ସମୟରେ ମଦ ପିଇବା ବନ୍ଦ କରି ଦିଅନ୍ତୁ । କାରଣ ଏସବୁ, ଶରୀରର ରୋଗ ପ୍ରତିଷେଧକ ଶକ୍ତି କମ୍ କରି ଦେଇଥାଏ । ଫଳରେ ସହଜରେ କରୋନା ଆପଣଙ୍କୁ ଆକ୍ରାନ୍ତ କରିନେବ” । ଲକ୍ ଡାଉନ୍ ପ୍ରଥମ ପର୍ଯ୍ୟାୟ ଚାଲୁଥିବା ବେଳେ ରାଜ୍ୟବାସୀଙ୍କ ପ୍ରତି ଏ ଥିଲା କୋଭିଡ୍ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ଉପଦେଶ । କିନ୍ତୁ ଏବେ ସରକାରଙ୍କ ସତ ଉଦ୍ଦେଶ୍ୟ, ଧୀରେ ଧୀରେ ସାମ୍ନାକୁ ଆସୁଥିବା ବେଳେ ବାଗଚୀଙ୍କ ଉପଦେଶ କଣ ଥିଲା ମିଛ କାହାଣୀ ?


MiddayOdisha fills a gap in local media for the numerous speakers living and visiting Odisha and outside Odisha.
© 2020-2022 MIDDAY ODISHA