Month: January 2019

ଶାହାଙ୍କ ଓଡ଼ିଶା ମିଶନ୍: ନବୀନ ସରକାର ଉପରେ ଶୁଖିଲା ବର୍ଷା, ମିଶନ୍ ୧୨୦  ଗାଏବ

ଶାହାଙ୍କ ଓଡ଼ିଶା ମିଶନ୍: ନବୀନ ସରକାର ଉପରେ ଶୁଖିଲା ବର୍ଷା, ମିଶନ୍ ୧୨୦ ଗାଏବ

ଭୁବନେଶ୍ୱର: ବିଧାନସଭାରେ ୧୨୦ ରୁ ଅଧିକ ଆସନ ଏବଂ ଲୋକସଭାରେ ୨୧ରୁ ୨୧ଟି ଯାକ ଆସନ । ଦୁଇବର୍ଷ ତଳେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ...

ସ୍ୱାଧିକାର କମିଟିରେ ଜାଗି, ଓଟିଭି ପାଇଁ ତାରାଙ୍କ ଡହଳବିକଳ

ସ୍ୱାଧିକାର କମିଟିରେ ଜାଗି, ଓଟିଭି ପାଇଁ ତାରାଙ୍କ ଡହଳବିକଳ

ଭୁବନେଶ୍ୱର: ଗତ ନଭେମ୍ବର ୨୦ ତାରିଖ ବିଧାନସଭାରେ ଓଟିଭି ବିରୋଧରେ କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ସ୍ୱାଧିକାର ଭଙ୍ଗ ନୋଟିସ୍ ଦେଇଥିଲେ । ବାଚସ୍ପତି ଏହାକୁ ...

ପରକୀୟା ପ୍ରୀତିରେ ନେତ୍ରୀ, ପ୍ରେମିକଙ୍କ ପତ୍ନୀଙ୍କୁ ହତ୍ୟା ଉଦ୍ୟମ !

ପରକୀୟା ପ୍ରୀତିରେ ନେତ୍ରୀ, ପ୍ରେମିକଙ୍କ ପତ୍ନୀଙ୍କୁ ହତ୍ୟା ଉଦ୍ୟମ !

ଭୁବନେଶ୍ୱର: ଏକ ପ୍ରମୁଖ ରାଜନୈତିକ ଦଳର ଜଣେ ଛୋଟିଆ ମହିଳା କର୍ମକର୍ତ୍ତା ପରକୀୟା ପ୍ରୀତି ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି । ଏହି ନେତ୍ରୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ...

‘କାଳିଆ’ ଯାତ୍ରାକୁ ନବୀନ ନେଲେ ଗଂଜାମ

‘କାଳିଆ’ ଯାତ୍ରାକୁ ନବୀନ ନେଲେ ଗଂଜାମ

ବ୍ରହ୍ମପୁର: ଶ୍ରୀକ୍ଷେତ୍ରରୁ ଆରମ୍ଭ କରିଥିବା ‘କାଳିଆ’ ଯାତ୍ରାକୁ ଆଜି ନିଜ ଜିଲ୍ଲା ଗଂଜାମ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଙ୍ଗେଇଲୁଣ୍ଡାଠାରେ ଆୟୋଜିତ ବିଶାଳ ସମାରୋହରେ ମୁଖ୍ୟମନ୍ତ୍ରୀ ...

ପଦ୍ମଶ୍ରୀକୁ ନା କଲେ ଗୀତା ମେହେଟ୍ଟା, କହିଲେ ସମୟ ଠିକ୍ ନୁହେଁ

ପଦ୍ମଶ୍ରୀକୁ ନା କଲେ ଗୀତା ମେହେଟ୍ଟା, କହିଲେ ସମୟ ଠିକ୍ ନୁହେଁ

ଭୁୁବନେଶ୍ୱର: ଭାରତ ସରକାର ଘୋଷଣା କରିଥିବା ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବାକୁ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା ମନା କରିଦେଇଛନ୍ତି । ନ୍ୟୁୟର୍କରେ ରହୁଥିବା ମୁଖ୍ୟମନ୍ତ୍ରୀ ...

କମାଲ୍ କଲେ ରାହୁଲ

କମାଲ୍ କଲେ ରାହୁଲ

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ଆଜିର ତମାଣ୍ଡୋ ଭାଷଣକୁ ନେଇ ସବୁଆଡ଼େ ଚର୍ଚ୍ଚା । ରାହୁଲ ଚମତ୍କାର ଶୈଳୀରେ ମୋଦି ଓ ନବୀନଙ୍କ ସମ୍ପର୍କ ବଖାଣିଲେ । ଦୁହିଁଙ୍କ ...

Page 2 of 11 1 2 3 11

BROWSE BY CATEGORIES

BROWSE BY TOPICS