Our Correspondent

ପୂର୍ବତନ ମନ୍ତ୍ରୀଙ୍କ ଛତ୍ରଛାୟାରେ ଥିଲେ ପ୍ରଭାସ ପ୍ରଧାନ !

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନ ଶେଷରେ ବନ୍ଧା ହୋଇଛନ୍ତି । ଜଣେ ଯନ୍ତ୍ରୀଙ୍କର ଏଭଳି ଅଚଳାଅଚଳ ସମ୍ପତ୍ତି ସାରା ରାଜ୍ୟବାସୀଙ୍କୁ ତାଜୁବ୍ କରିଦେଇଛି । ଗତକାଲି ଭିଜିଲାନସ୍ ଚଢ଼ଉରୁ ତାଙ୍କର ଏକ ପାଞ୍ଚ...

Read more

ଯନ୍ତ୍ରୀଙ୍କର ୮୫ ପ୍ଲଟ୍, ୫ ମହଲା କୋଠା

ଭୁୁବନେଶ୍ୱର: ଜୁଲାଇ ଶେଷ ସପ୍ତାହରେ ଭିଜିଲାନସ୍ ର ଦୁଇଟି ଚଢ଼ଉ ସମସ୍ତଙ୍କର ଆଖି ଖୋସି ଦେଇଥିଲା । ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଇଞ୍ଜିନିୟର ସୁନୀଲ କୁମାର ରାଉତଙ୍କର ୫ଟି ଅଟ୍ଟାଳିକା ଓ ଫ୍ଲାଟ୍ ବ୍ୟତୀତ ୩୪ଟି ପ୍ଲଟ୍...

Read more

ବିଡିଓ ମ୍ୟାଡାମ୍ ଙ୍କ ଲୁଟ୍ କାହାଣୀ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଆଜି ଭିଜିଲାନସ୍ ଗିରଫ କରିଛି । କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ କୁ ପଠାଇ ଦିଆଯାଇଛି । ଗତକାଲି ଏହି ମ୍ୟାଡାମ୍ ଭବାନୀପାଟଣାଠାରେ ଜିଲ୍ଲାପାଳଙ୍କ ମିଟିଂରେ ଯୋଗ ଦେଇସାରି...

Read more

ସେୟା ହେଲା; ବିଜେପିରେ ମମତା ମହାନ୍ତ

ଭୁବନେଶ୍ୱର: ଯାହା ଅନୁମାନ କରାଯାଉଥିଲା ସେୟା ହେଲା । ଗତକାଲି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ସହ ବିଜେଡିରୁ ସମ୍ପର୍କ ଛିନ୍ନ କରିଥିବା ମମତା ମହାନ୍ତ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସାଧାରଣ ସମ୍ପାଦକ...

Read more

କେରଳ ଟ୍ରାଜେଡି: ଶବ ହୋଇଗଲେ ଡାକ୍ତର ବିଷ୍ଣୁପ୍ରସାଦ

ଭୁବନେଶ୍ୱର: ବିବାହ ପରେ ପତ୍ନୀଙ୍କୁ ସାଙ୍ଗରେ ଧରି ପ୍ରଥମ ଥର ପାଇଁ ବାହାରକୁ ବୁଲିବାକୁ ଯାଇଥିଲେ ଡାକ୍ତର ବିଷ୍ଣୁପ୍ରସାଦ ଚିନାରା । ମାତ୍ର ସେଠାରେ ମୃତ୍ୟୁ ତାଙ୍କୁ ଯେମିତି ଛକି ରହିଥିଲା । କେରଳର ୱାୟନାଡ଼ରେ ପ୍ରକୃତିର ଭୟଙ୍କର ତାଣ୍ଡବରେ ଚାଲିଗଲା...

Read more

ମମତା ମହନ୍ତଙ୍କୁ ମନାଇଦେଲା ବିଜେପି !

ଭୁବନେଶ୍ୱର: ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଆଜି ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହନ୍ତ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏଥିସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଦଳରେ ସେ ଅଲୋଡ଼ା...

Read more

ନେମ୍ ଚେଞ୍ଜର ନୁହେଁ, ଗେମ୍ ଚେଞ୍ଜର ବଜେଟ୍: ମୋହନ

ଭୁବନେଶ୍ୱର: ୨୦୧୪-୨୫ ବଜେଟ୍ ର ସାଧାରଣ ଆଲୋଚନା ଉପରେ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିକାଶ, ସୁଶାସନ ଓ ଓଡ଼ିଆ ଅସ୍ମିତା ଉପରେ ଆମ ସରକାର ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ନିଶ୍ଚୟ ପୂରଣ ହେବ...

Read more
Page 238 of 1023 1 … 237 238 239 … 1,023