ପୁଣି ଅଘଟଣ: ଟ୍ରେନ୍ ପବନରେ ଗଡ଼ି ୬ ଶ୍ରମିକଙ୍କ ଜୀବନ ନେଲା
ଯାଜପୁର/ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାର ବିଭୀଷିକା ନ ଯାଉଣୁ ଆଜି ପୁଣି ଏକ ଟ୍ରେନ୍ ଅଘଟଣ ୬ ଜଣ ଶ୍ରମିକଙ୍କ ଜୀବନ ନେଇଯାଇଛି । ଯାଜପୁର ରୋଡ୍ ଷ୍ଟେସନ୍ ନିକଟରେ ଛିଡ଼ା ହୋଇଥିବା ଏକ ଇଞ୍ଜିନବିହୀନ ମାଲବାହୀ ଟ୍ରେନ୍ ପବନରେ ଗଡ଼ିଯିବାରୁ...
Read more








