ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ
ଭୁୁବନେଶ୍ୱର: ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତିକୁ ଭରସା କରି ଶେଷରେ ଆନ୍ଦୋଳନରୁ ଓହରିଛନ୍ତି ଡ୍ରାଇଭର ମହାସଂଘ । ସଭାପତି ପ୍ରଶାନ୍ତ ମେଣ୍ଡୁଲି ସୋସିଆଲ୍ ମିଡ଼ିଆରେ ଏକ ଭିଡ଼ିଓ ଜରିଆରେ ଏହି ନିଷ୍ପତ୍ତି ଜଣାଇଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ପ୍ରତିଶ୍ରୁତି ଓ ଜନସାଧାରଣଙ୍କ...
Read more








