Our Correspondent

ଜୟନାରାୟଣଙ୍କୁ ନେଇ ଚିନ୍ତାରେ ହାଇକମାଣ୍ଡ

ଭୁବନେଶ୍ୱର: ମହିଳା ଇନସପେକ୍ଟର ଅନିତା ପ୍ରଧାନଙ୍କୁ ସର୍ବ ସମ୍ମୁଖରେ ଗାଳିଗୁଲଜ କରି ଧକ୍କା ମାରିଲେ ଜୟନାରାୟଣ ମିଶ୍ର । ଜୟନାରାୟଣ ବାବୁ ଜଣେ ସାଧାରଣ ବିଧାୟକ ନୁହଁନ୍ତି । ସେ ହେଉଛନ୍ତି ବିରୋଧୀ ଦଳର ନେତା । ତାଙ୍କ ପଦର ସାମ୍ବିଧାନିକ...

Read more

ଲୋକଙ୍କ ସମସ୍ୟା ବୁଝ, ଶୀଘ୍ର ସମାଧାନ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ଶାସନର ରୂପାନ୍ତରରେ '୫-ଟି' ଏବଂ 'ମୋ ସରକାର' କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହାର ମୂଳ ଲକ୍ଷ୍ୟ ହେଉଛି, ଲୋକଙ୍କ ପାଖରେ ବିକାଶମୂଳକ ଯୋଜନା ସଠିକ୍ ଭାବେ ପହଞ୍ଚାଇବା । ଜିଲ୍ଲାସ୍ତରରେ ଆପଣମାନେ ଅଧିକରୁ ଅଧିକ...

Read more

କିଟ୍‍ ରେ ଜାତୀୟ ମେଗା ନୃତ୍ୟ ମହୋତ୍ସବ

ଭୁବନେଶ୍ୱର: କିଟ୍‍ର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଗତ ନଭେମ୍ବର ୧୬ରୁ ଦୀର୍ଘ ୩ମାସ ଧରି ରୌପ୍ୟ ଜୟନ୍ତୀ ‘ସଏଲ ଟୁ ସିଲଭର’ ପାଳନ ଅବସରରେ ଫେବୃଆରୀ ୧ତାରିଖରୁ କିଟ୍‍ କାର୍ଣ୍ଣିଭାଲ କାର୍ଯ୍ୟକ୍ରମ ଚାଲୁ ରହିଛି। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା...

Read more

ଗୋପବନ୍ଧୁଙ୍କ ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ ୨୩ରେ

ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋର ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିବେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)ଭି.କେ. ପାଣ୍ଡିଆନ ଆଜି ଜନ୍ମପୀଠର ପରିଦର୍ଶନ...

Read more

ନିଜ କଲେଜ ମାଟିରେ ଭାବବିହ୍ୱଳ ହେଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ନିଜ କଲେଜ ମାଟି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ । ଏହି ଅବସରରେ ୪୦ ବର୍ଷ ତଳର ପୁରୁଣା ସ୍ମୃତିକୁ ମନେପକାଇ ଭାବବିହ୍ୱଳ ହୋଇଯାଇଥିଲେ ରାଷ୍ଟ୍ରପତି...

Read more

କଂଗ୍ରେସରେ ମିଶିଲେ ‘ବାବୁ’ ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ରାଜନୀତିରେ ଆଉ ଜଣେ 'ବାବୁ'ଙ୍କର ପ୍ରବେଶ ହୋଇଛି । ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଆଜି କଂଗ୍ରେସରେ ଯୋଗଦେଇଛନ୍ତି । ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉପସ୍ଥିତିରେ ସେ ଆନୁଷ୍ଠାନିକ ଭାବେ 'ହାତ' ଧରିଛନ୍ତି...

Read more

କଲମ ଧରିବେ ଦିବ୍ୟାଙ୍ଗ ମୁନା

ଭୁବନେଶ୍ୱର: ପିଲା ଦିନୁ ଦୁଇ ହାତ ହରାଇ ଦିବ୍ୟାଙ୍ଗ ହୋଇପଡିଥିଲେ ମୁନା । ମନରେ ପଢା ଲେଖା କରିବାକୁ ଅନାବିଳ ଆଗ୍ରହ ଥିଲେ ସୁଦ୍ଧା ତାଙ୍କର ଶାରୀରିକ ଅକ୍ଷମତା ପ୍ରତିବନ୍ଧକ ସାଜିଥିଲା । ଛୋଟ ପିଲାଟିର କରୁଣ କାହାଣୀ ସମ୍ପର୍କରେ ଜାଣିବା...

Read more
Page 409 of 1024 1 … 408 409 410 … 1,024