Our Correspondent

ଭିତ୍ତିଭୂମି ବିକାଶ ପାଇଁ ଅଧିକ ସହାୟତା ଦାବି

ନୂଆଦିଲ୍ଲୀ: ଓଡ଼ିଶାରେ ଭିତ୍ତିଭୂମି ବିକାଶ ପାଇଁ ଅଧିକ ସହାୟତା ଦିଅ । ଖାସ୍ କରି ଜାତୀୟ ରାଜପଥ, ଡିଜିଟାଲ୍ କନେକ୍ଟିଭିଟି ଓ ବ୍ୟାଙ୍କିଙ୍ଗ ସେବା ଭଳି ଭିତ୍ତିଭୂମି ବିକାଶର ପ୍ରମୁଖ କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି...

Read more

ମନ୍ତ୍ରୀଙ୍କୁ କେମିତି ଗୁଳି କଲା ଗୋପାଳ ଦେଖାଇଲା

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ଗୋପାଳ ଦାସ ଆଜି କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଥିଲା । ମନ୍ତ୍ରୀଙ୍କୁ କେମିତି ଗୁଳି କଲା, ଟିକନିକ୍ କରି ଦେଖାଇଲା । ଗୁଳି ମାଡ଼ ପରେ ଫାଙ୍କା ଗୁଳି ଚଳାଇ ବି ଦେଖାଇଲା...

Read more

୧୦ ଜଣଙ୍କୁ ଯୁବ ଲେଖକ ପୁରସ୍କାର

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ୨୦୨୨ ମସିହା ପାଇଁ ଯୁବ ଲେଖକ ପୁରସ୍କାର ଘୋଷଣା ହୋଇଛି। ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ୧୦ ଜଣ ଯୁବ ଲେଖକ ଏ ପୁରସ୍କାର ପାଇଁ ଯୋଗ୍ୟ...

Read more

ଚାଷୀଙ୍କ ସବୁ ଧାନ କିଣ, ଏମଏସପି ନିଶ୍ଚିତ କର: ବିଜେଡି

ବରଗଡ଼/ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଚାଷୀ ସ୍ୱାର୍ଥ ବିରୋଧୀ ନିଷ୍ପତ୍ତିକୁ ସମାଲୋଚନା କରିଛି ବିଜେଡି । ଆଜି ବରଗଡ଼ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଧାନକ୍ରୟ ଏବଂ ଏମଏସପି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । ଶ୍ରୀ...

Read more

ସାରସ୍ୱତ ସାଧିକା ନିର୍ମଳାପ୍ରଭା ନାୟକଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ସାରସ୍ୱତ ସାଧିକା ଶ୍ରୀମତୀ ନିର୍ମଳାପ୍ରଭା ନାୟକ ଆଉ ଇହଧାମରେ ନାହାନ୍ତି । ରାଜଧାନୀର ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ବିଳମ୍ବିତ ସଂଧ୍ୟାରେ ଆଖି ବୁଜି ଦେଇଛନ୍ତି । ତାଙ୍କୁ ୮୩ ବର୍ଷ ହୋଇଥିଲା ।...

Read more

ଧର୍ମେନ୍ଦ୍ରଙ୍କୁ ଜବାବ, ବିଜେଡିର ପାଲଟା ପ୍ରଶ୍ନବାଣ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଅଙ୍ଗୁଳି ଉଠାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଶାନା କରିଥିଲା ବେଳେ ବିଜେଡି ତାଙ୍କୁ ପାଲଟା ଜବାବ ଦେଇ ପ୍ରଶ୍ନବାଣରେ ଛନ୍ଦିଛି । ବିଜେପି...

Read more

ମୁହଁ ଖୋଲିଲେ ଧର୍ମେନ୍ଦ୍ର

ଭୁୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ସପ୍ତାହେ ପୂରିଗଲା । କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଛି । ଅଭିଯୁୂକ୍ତ ଗୋପାଳ ଦାସଙ୍କୁ ରିମାଣ୍ଡରେ ଆଣି ପଚରା ଉଚୁରା ଜାରି ରହିଛି । ମାତ୍ର ହତ୍ୟାକାଣ୍ଡର ଉଦ୍ଦେଶ୍ୟ ଏ ପର୍ଯ୍ୟନ୍ତ ଖୁଲାସା...

Read more
Page 410 of 1024 1 … 409 410 411 … 1,024