ନେଉଥିବା ରାଜସ୍ୱ ତୁଳନାରେ ଓଡିଶାକୁ ଅର୍ଥ ଦେଉନି ରେଳବାଇ: ବିଜେଡି
ଭୁବନେଶ୍ୱର: ରେଳବାଇ ଗତ ନଅ ବର୍ଷ ମଧ୍ୟରେ ଓଡିଶାରୁ ହାରାହାରି ୨ଲକ୍ଷ କୋଟି ଟଙ୍କାର ରାଜସ୍ୱ ପାଇଥିବାବେଳେ ସେହି ଅନୁପାତରେ ଓଡିଶାକୁ ଅର୍ଥ ପ୍ରଦାନ କରୁନାହିଁ । ଏପରିକି ଆଦିବାସୀ ଅଞ୍ଚଳ ଲୋକେ ନୂତନ ରେଳ ସଂଯୋଗ ପାଇ ନାହାନ୍ତି କି...
Read more








