ମନ୍ତ୍ରୀ ନବ ଦାସ ଆଉ ନାହାନ୍ତି
ଭୁବନେଶ୍ୱର: ଅତ୍ୟନ୍ତ ଦୁଃଖଦ ଖବର । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଆଉ ନାହାନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଆଜି ଗୁରୁତର ଆହତ ହୋଇଥିଲେ । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ାରୁ ଏୟାର ଲିଫ୍ଟ୍ କରାଯାଇ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ୍ କୁ ଅଣାଯାଇଥିଲା...
Read more








