Our Correspondent

୫୭୭ ନୂଆ ପଜିଟିଭ୍, ଆଉ ୪ ଆଖି ବୁଜିଲେ

ଭୁୁବନେଶ୍ୱର: ପୁଣି ୫୭୭ କରୋନା ପଜିଟିଭ୍ । ଗତ ୨୪ ଘଣ୍ଟା ମଧ୍ୟରେ ୨୨ ଜିଲ୍ଲାରୁ ଏହି ନୂଆ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୬୧ ଜଣ ଲୋକାଲ୍ କଣ୍ଟାକ୍ଟସ୍ ବା ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଛନ୍ତି । ଆକ୍ରାନ୍ତ...

Read more

ବିଜେଡ଼ିରେ ୧୫ ବରିଷ୍ଠ ସାଧାରଣ ସମ୍ପାଦକ

ଭୁବନେଶ୍ୱର: ବିଜୁ ଜନତା ଦଳର ସାଂଗଠନିକ ପୁନର୍ବିନ୍ୟାସର ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୧୫ ଜଣ ବରିଷ୍ଠ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ନିଆଯାଇଛି । ୪ ମନ୍ତ୍ରୀ, ୬ ବିଧାୟକ, ଜଣେ ସାଂସଦ, ୨ ପୂର୍ବତନ ସାଂସଦ, ଜଣେ ପୂର୍ବତନ ବିଧାୟକ ଏବଂ ଜଣେ...

Read more

୫୨୭ ନୂଆ ପଜିଟିଭ୍, ଆଉ ୬ ଜଣଙ୍କ ଜୀବନ ଗଲା

ଭୁୁବନେଶ୍ୱର: ରାଜ୍ୟରେ ମାଡ଼ି ଚାଲିଛି କରୋନା ସଂକ୍ରମଣ । ୨୬ ଜିଲ୍ଲାରୁ ୫୨୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଦିନକରେ ୬ ଜଣଙ୍କର ମୁଣ୍ଡ ନେଇଛି କରୋନା । ଗଂଜାମରୁ ଆଉ ୩ ଜଣଙ୍କ ଜୀବନ ଯିବା ପରେ ଜିଲ୍ଲାର...

Read more

ନୂଆ ନିଯୁକ୍ତି, ଯୋଜନା, ବିଳାସପୂର୍ଣ୍ଣ ଯାତ୍ରାରେ କରୋନା ବେଡି

ଆର୍ଥିକ କଟକଣା ଲଗାଇଲେ ରାଜ୍ୟ ସରକାର ଭୁୁବନେଶ୍ୱର: କରୋନା ମହାମାରୀଜନିତ ଆର୍ଥିକ ସଙ୍କଟର ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ଖର୍ଚ୍ଚକାଟ ବ୍ୟବସ୍ଥା ଆପଣେଇଛନ୍ତି । ସରକାରୀ ନିଯୁକ୍ତିଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଖର୍ଚ୍ଚ ଉପରେ କଠୋର କଟକଣା ଲାଗୁ...

Read more

ମୃତ୍ୟୁ ଧୀରେ ଆସିଲା, କେହି ଜାଣି ପାରିଲେନି !

ଭୁୁବନେଶ୍ୱର: ଜୀବନର ଜଟିଳତା ଭୁଲି ଅନ୍ୟମାନଙ୍କୁ ଖୁସିରେ ବଞ୍ଚିବାର ପ୍ରେରଣା ଦେଉଥିବା ମଣିଷଟି କେଉଁ ପରିସ୍ଥିତିରେ ନିଜେ ହାରିଯାଏ? କମ ବୟସରେ ସଫଳତାର ଶୀର୍ଷ ଛୁଉଁଥିବା ମଣିଷ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନିଏ କାହିଁକି? ଆଜି ପୁଣି ଏହି ଅସମାହିତ...

Read more

୧୦ ହଜାର ଟପିଲା କରୋନା: ଆଜି ୫୭୧ ପଜିଟିଭ୍, ୪ ମୃତ

ଭୁୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଛି । ଆଜି ନୂଆ ୫୭୧ ପଜିଟିଭ୍ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୯୭ ରେ ପହଞ୍ଚିଛି । ସେହିଭଳି ଗଞ୍ଜାମର ଆଉ ୩ ଜଣ ଏବଂ...

Read more

ଚାଲିଗଲେ ବିଷ୍ଣୁ ଦାସ

ଭୁବନେଶ୍ୱର: ବିଜେଡ଼ିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସ ଆଉ ନାହାନ୍ତି । ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ ଗତ ୨୨ ତାରିଖରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ତାଙ୍କର ଅବସ୍ଥା...

Read more
Page 422 of 756 1 421 422 423 756