ଦୁର୍ବଳ ସଂଗଠନକୁ ସଜାଡ଼ିବା ପାଇଁ ନଡ୍ଡାଙ୍କ ଗସ୍ତ: ବିଜେଡି
ଭୁୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କ ଆଜିର ଓଡ଼ିଶା ଗସ୍ତକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛି । ନିର୍ବାଚନରେ ବାରମ୍ବାର ହାରି ହତୋତ୍ସାହିତ ହୋଇପଡ଼ିଥିବା ଦଳୀୟ କର୍ମୀ ଓ ଦୁର୍ବଳ ହୋଇଯାଇଥିବା ସଂଗଠନକୁ ସଜାଡ଼ିବା ପାଇଁ ସେ ଓଡ଼ିଶା ଆସିଛନ୍ତି ।...
Read more








