Our Correspondent

ଶ୍ରୀକ୍ଷେତ୍ରରେ ବିଜେଡି ପାଳିବ ରୌପ୍ୟ ଜୟନ୍ତୀ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ । ଏହି ରୌପ୍ୟ ଜୟନ୍ତୀକୁ ବଡ଼ ଧୂମଧାମରେ ପାଳିବାକୁ ଯାଉଛି ଦଳ । ରାଜ୍ୟସ୍ତରୀୟ ସମାରୋହ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ । ପୁରୀ ତାଳବଣିଆ ପଡ଼ିଆରେ ଏହାର...

Read more

‘ମଡେଲ୍’ ରାଜନୀତି: ପଦ୍ମପୁର ବନାମ ଧାମନଗର

ଭୁବନେଶ୍ୱର: ୨୦୨୪ ନିର୍ବାଚନ ଲଢ଼ିବା ପାଇଁ ବିଜେଡି ହାତରେ ପଦ୍ମପୁର ମଡେଲ ଥିଲେ ଆମ ପାଖରେ ଅଛି ଧାମନଗର ମଡେଲ୍ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଗଣମାଧ୍ୟମକୁ ଏହା କହିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ଧାମନଗର ଓ ପଦ୍ମପୁର ଉପନିର୍ବାଚନ...

Read more

କିଟ୍‍ର କିଶୋର ବୈଜ୍ଞାନିକ ସ୍ନେହାଦୀପ୍‍ ରୟାଲ ଆଷ୍ଟ୍ରୋନୋମିକାଲ୍‍ ସୋସାଇଟିର ଫେଲୋ ମନୋନୀତ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟର ଛାତ୍ର ସ୍ନେହାଦୀପ୍‍ କୁମାର ସମ୍ମାନଜନକ ରୟାଲ ଆଷ୍ଟ୍ରୋନୋମିକାଲ୍‍ ସୋସାଇଟି ଅଫ୍‍ ଲଣ୍ଡନର ଫେଲୋ ଭାବେ ମନୋନୀତ ହୋଇଛନ୍ତି । ସର୍ବକନିଷ୍ଠ ଭାରତୀୟ ଭାବେ ଏହି ସମ୍ମାନ ଜନକ ଫେଲୋସିପ୍‍ ପାଇବାରେ ଗୌରବ ଅର୍ଜନ କରିଛନ୍ତି । ସେ...

Read more

ଦୁଇ ଅଚିହ୍ନା ଶବ ସତ୍କାରରେ ସହାୟତା କଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର: ଭୁବନେଶ୍ୱର କମିଶନରେଟ୍ ପୋଲିସ ଦ୍ୱାରା ଉଦ୍ଧାର କରାଯାଇଥିବା ଦୁଇଟି ଅଚିହ୍ନା ଶବ ସତ୍କାର ପାଇଁ ଆଜି ସମସ୍ତ ସହାୟତା କରିଛି ଓଡ଼ିଶା-ମୋ ପରିବାର । ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ୧୧ ତାରିଖରେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗିର ଭୀମେଶ୍ୱର...

Read more

୨୪ ପାଇଁ ବିଜେଡିର ‘ପଦ୍ମପୁର’ ଫର୍ମୂଲା

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତି ଆରମ୍ଭ କରିଦେଲାଣି । ପଦ୍ମପୁର ବିପୁଳ ବିଜୟକୁ ନେଇ ଦଳୀୟ ନେତା ଓ କର୍ମୀମାନେ ଖୁବ୍ ଉତ୍ସାହିତ ଅଛନ୍ତି । ପଦ୍ମପୁର ସଫଳତାର ଫର୍ମୂଲାକୁ ସବୁ ବିଧାନସଭା କ୍ଷେତ୍ରରେ ପ୍ରୟୋଗ କରିବାକୁ...

Read more

ହାଇକୋର୍ଟ ସ୍ଥାୟୀ ବେଞ୍ଚ ଆଶା ଧୂଳିସାତ୍

ଭୁବନେଶ୍ୱର: ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବନି । ହାଇକୋର୍ଟ ବେଞ୍ଚ ଅନାବଶ୍ୟକ, ହୋଇପାରିବନି । ସୁପ୍ରିମକୋର୍ଟ ଆଜି ରୋକଠୋକ ଏହା ଶୁଣାଇଛନ୍ତି । ଏଥିସହ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ ।...

Read more

ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲର ପ୍ରସାର ନିମନ୍ତେ କିସ୍‍ ନୋଡାଲ୍‍ ଏଜେନ୍‍ସୀ

ଭୁବନେଶ୍ୱର: ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲ୍‍ର ପ୍ରସାର ନିମନ୍ତେ କିସ୍‍ ଓ ଅନ୍ତର୍ଜାତୀୟ ଭଲିବଲ୍‍ ସଂଘ (ଏଫ୍‍ଆଇଭିବି) ମଧ୍ୟରେ ସୋମବାର ସୁଇଜରଲାଣ୍ଡଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । କିସ୍‍ ପକ୍ଷରୁ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି...

Read more
Page 424 of 1024 1 … 423 424 425 … 1,024