Our Correspondent

ମୋଦିଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏହି ଭେଟଘାଟ୍ ହୋଇଥିଲା । ମହାମାରୀ କୋଭିଡ୍ ପରେ ପ୍ରଧାନମନ୍ତ୍ରୀଙ୍କ ସହ ଏହା ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ମୁଖ୍ୟମନ୍ତ୍ରୀ...

Read more

ଶ୍ରୁତି ଶର୍ମା ଆଇଏଏସ୍ ଟପ୍ପର୍

ପ୍ରଥମ ୪ ଟି ସ୍ଥାନରେ ମହିଳା ଓଡ଼ିଶା ତାଲିକାରେ ଅଙ୍କୁର ଟପ୍ପର ଭୁବନେଶ୍ୱର: ୨୦୨୧ ମସିହାର ସିଭିଲ୍ ସର୍ଭିସ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ୬୮୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଥମ ଚାରିଟି ଯାକ ସ୍ଥାନ...

Read more

ସୋସିଆଲ୍ ମିଡ଼ିଆରେ ପାଣ୍ଡିଆନ୍ ଟ୍ରେଣ୍ଡ୍

ଭୁବନେଶ୍ୱର: କର୍ତ୍ତବ୍ୟନିଷ୍ଠା, କଠୋର ପରିଶ୍ରମ, ଦକ୍ଷତା ତାଙ୍କର ପରିଚୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକାନ୍ତ ବିଶ୍ୱସ୍ତ । ସିଏ ହେଉଛନ୍ତି ଓଡ଼ିଶାର ଚର୍ଚ୍ଚିତ ବ୍ୟୁରୋକ୍ରାଟ୍ ଭି.କେ.ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ସଚିବ ଭାବେ କାର୍ଯ୍ୟରତ ପାଣ୍ଡିଆନ୍ ଙ୍କୁ...

Read more

ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର: ରାଜ୍ୟସଭାର ୪ ଟି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନେ ହେଲେ ଶ୍ରୀମତୀ ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ, ଡକ୍ଟର ସସ୍ମିତ୍ ପାତ୍ର ଏବଂ ନିରଞ୍ଜନ ବିଶି...

Read more

ନବୀନ ନିବାସରେ ସୋନୁ ସୁଦ୍

ଭୁୁବନେଶ୍ୱର: କରୋନା ବେଳେ ଫସିଥିବା ଶହ ଶହ ପ୍ରବାସୀଙ୍କ ତ୍ରାଣକର୍ତ୍ତା ସାଜିଥିବା ବଲିଉଡ୍ ଅଭିନେତା ସୋନୁ ସୁଦ୍ ଆଜି ସଂଧ୍ୟାରେ ନବୀନ ନିବାସ ଆସିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ସୌଜନ୍ୟମୂଳକ ସାକ୍ଷାତ ହୋଇଥିଲା । କୋଭିଡ୍ ସମୟରେ...

Read more

କାହାକୁ ଛାଡ଼ିଲେନି ଶଙ୍କରାଚାର୍ଯ୍ୟ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁରୀ ଗୋବର୍ଦ୍ଧନ ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଭୀଷଣ ରାଗିଯାଇଛନ୍ତି । ରାଜ୍ୟ ସରକାରଙ୍କ ଉପରେ ପୁଣି ଥରେ ବର୍ଷିଛନ୍ତି । ତେବେ ଶ୍ରୀକ୍ଷେତ୍ରର ସୁରକ୍ଷା ଓ ଆଧ୍ୟାତ୍ମିକ ବାତାବରଣ ଉପରେ ଜୋର୍...

Read more

ଓଡ଼ିଶା-ମୋ ପରିବାର ଆନୁକୁଲ୍ୟରେ ଝୋଟି ପ୍ରତିଯୋଗିତା

ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ର ଯଥା- କଳା, ସଙ୍ଗୀତ ଏବଂ କ୍ରୀଡ଼ାରେ ପାରଙ୍ଗମ ଥିବା ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବାକୁ ଓଡ଼ିଶା-ମୋ ପରିବାର ପ୍ରୟାସ ଜାରି ରଖି ଚିତ୍ରାଙ୍କନ ପ୍ରତିଯୋଗୀତା ଭଳି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି । ଏହି କ୍ରମରେ ଆଜି ଭୁବନେଶ୍ୱର...

Read more
Page 477 of 1025 1 … 476 477 478 … 1,025