Our Correspondent

ୟୁକ୍ରେନ୍ ରୁ ଫେରିଲେ ୭୭ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଯୁଦ୍ଧ ବିଧ୍ୱସ୍ତ ୟୁକ୍ରେନ୍ ରୁ ଫେରି ଆସିଛନ୍ତି ୭୭ ଓଡ଼ିଆ ଛାତ୍ରଛାତ୍ରୀ । ରାଜ୍ୟ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ସ୍ୱତନ୍ତ୍ର ବିମାନରେ ସେମାନେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ପହଞ୍ଚିଲା ପରେ ଏକ ଖୁସି ଓ ଆବେଗଭରା...

Read more

ସବିତା ସୁଆର ବିଜେପିର ବ୍ରହ୍ମପୁର ମେୟର ପ୍ରାର୍ଥୀ

ଭୁବନେଶ୍ୱର/ବ୍ରହ୍ମପୁର: ଡ. ସବିତା ସୁଆର ହୋଇଛନ୍ତି ବିଜେପିର ବ୍ରହ୍ମପୁର ମେୟର ପ୍ରାର୍ଥୀ । ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଆଜି ସଂଧ୍ୟାରେ ତାଙ୍କ ନାଁ ଘୋଷଣା କରିଛନ୍ତି । ବିଜେଡ଼ିର ସଂଘମିତ୍ରା ଦଳେଇଙ୍କ ସହ ତାଙ୍କର ଟକ୍କର ହେବ ।...

Read more

ଶ୍ରୀତମ ଦାସ ବିଜେପିର କଟକ ମେୟର ପ୍ରାର୍ଥୀ

କଟକ: ଅଭିନେତା ଶ୍ରୀତମ ଦାସଙ୍କୁ କଟକ ମେୟର ପ୍ରାର୍ଥୀ କରିଛି ବିଜେପି । କଟକ ନଗର ବିଜେପି ପକ୍ଷରୁ ଆଜି ତାଙ୍କ ନାଁ ଘୋଷଣା କରାଯାଇଛି । ଗତକାଲି ଭୁବନେଶ୍ୱର ମେୟର ପ୍ରାର୍ଥୀଙ୍କ ନାଁ ଦଳ ଘୋଷଣା କରିଥିଲା । ତେବେ...

Read more

ହାତ ଟେକିଦେଲା କି ବିଜେପି ?

ଭୁବନେଶ୍ୱର: ଭୁବନେଶ୍ୱରରେ ମେୟର ଲଢ଼ିବା ପାଇଁ ବିଜେପିରୁ ଯୋଗ୍ୟ ପ୍ରାର୍ଥୀ ମିଳିଲେ ନାହିଁ ନା ଜାଣିଶୁଣି ଦୁର୍ବଳ ପ୍ରାର୍ଥୀ ଥାପି ଦିଆଗଲା? ଜିତିବା ପାଇଁ ସୁନୀତିଙ୍କୁ ପ୍ରାର୍ଥୀ କରାଯାଇଛି ନା ହାରିବା ନିଶ୍ଚିତ ଜାଣି ହାତ ଟେକି ଦିଆଯାଇଛି? ଆଜି ବିଜେପିର...

Read more

ସ୍ୱେଚ୍ଛାକୃତ ଅଙ୍ଗଦାନ ପାଇଁ ଆଗେଇ ଆସିଲେ ୫୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି

ଭୁବନେଶ୍ୱର: ଓଡ଼ିଶା-ମୋ ପରିବାରର ବିଭିନ୍ନ ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଅଙ୍ଗଦାନ କାର୍ଯ୍ୟକ୍ରମ ଭଳି ଏକ ନୂଆ ଫର୍ଦ୍ଦ ଯୋଡ଼ିହୋଇଛି । ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ନ ଜୟନ୍ତୀ ଅବସରରେ...

Read more

ଡ. ସୁନୀତି ମୁଣ୍ଡ୍ ବିଜେପିର ଭୁବନେଶ୍ୱର ମେୟର ପ୍ରାର୍ଥୀ

ଭୁବନେଶ୍ୱର: ଲେଖିକା ଡ. ସୁନୀତି ମୁଣ୍ଡ୍ ଙ୍କୁ ଭୁବନେଶ୍ୱର ମେୟର ପ୍ରାର୍ଥୀ କରିଛି ବିଜେପି । ଆଜି ଅପରାହ୍ନରେ ଦଳୀୟ କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ ନାଁ ଘୋଷଣା କରିଛନ୍ତି । ବିଜେଡ଼ିର ସୁଲୋଚନା ଦାସ...

Read more

ବିଜେଡ଼ିର ମେୟର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନା ଓ ପ୍ରତୀକ୍ଷାର ଅବସାନ ଘଟିଛି । ନିର୍ବାଚନ ହେବାକୁ ଯାଉଥିବା ତିନିଟି ଯାକ ମହାନଗର ନିଗମ ପାଇଁ ବିଜେଡ଼ି ତା'ର ମେୟର ପ୍ରାର୍ଥୀ ଘୋଷଣା କରିଛି । ଭୁବନେଶ୍ୱରରୁ ଶ୍ରୀମତୀ ସୁଲୋଚନା ଦାସ ମେୟର ପ୍ରାର୍ଥୀ ହୋଇଥିବା ବେଳେ...

Read more
Page 500 of 1025 1 … 499 500 501 … 1,025