Our Correspondent

ନିଜ ଲୋକପ୍ରିୟତା ମାପିଲେ ଅପରାଜିତା !

ଭୁବନେଶ୍ୱର: ଜଟଣୀ ଅନ୍ତର୍ଗତ ଛଣଘର ଗ୍ରାମ ପଞ୍ଚାୟତରେ ନିର୍ଦ୍ଦିଷ୍ଟ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଧୂମ୍ ପ୍ରଚାର କରିଥିଲେ ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ । ମାତ୍ର ଫଳ କ'ଣ ହେଲା...

Read more

ଗିରିବାଳା ବେହେରା କଂଗ୍ରେସର କଟକ ମେୟର ପ୍ରାର୍ଥୀ

ଭୁବନେଶ୍ୱର/କଟକ: କଟକ କଂଗ୍ରେସ ସଂଗଠନର ଟାଣୁଆ ନେତ୍ରୀ ଗିରିବାଳା ବେହେରାଙ୍କୁ ମେୟର ପ୍ରାର୍ଥୀ କରିଛି ଦଳ । ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କଂଗ୍ରେସ ପ୍ରାର୍ଥୀ ଚୟନ କମିଟିର ପ୍ରଥମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଦିନେ ଦୁଇ...

Read more

୫ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ସମାରୋହ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ୨୦୨୧ ମସିହା ପାଇଁ ଯୁବ ଲେଖକ ପୁରସ୍କାର ଘୋଷଣା ହୋଇଛି। ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ୧୦ ଜଣ ଯୁବ ଲେଖକ ଏ ପୁରସ୍କାର ପାଇଁ ଯୋଗ୍ୟ...

Read more

କର୍ମୀ ଓ ନେତାଙ୍କ ଉତ୍ସାହ ବଢ଼ାଇଲେ ନବୀନ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ବିଜେଡ଼ିର ବିପୁଳ ସଫଳତାରେ ଉତ୍ସାହିତ ଦଳୀୟ କର୍ମୀ ଓ ନେତାଙ୍କ ଉତ୍ସାହ ଆହୁରି ବଢ଼ାଇ ଦେଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦଳର ପୌର ନିର୍ବାଚନ ପ୍ରସ୍ତୁତିପୂର୍ବକ ଏକ ବୈଠକରେ ମୁଖ୍ୟମନ୍ତ୍ରୀ...

Read more

ପ୍ରଫେସର ଡି ପି ରାୟ ସୋଆ ର ନୂତନ ଚାନ୍ସଲର

ଭୁବନେଶ୍ୱର : ବିଶିଷ୍ଟ କୃଷି ବିଜ୍ଞାନୀ ପ୍ରଫେସର ଡ଼ଃ  ଦେବୀ ପ୍ରସାଦ ରାୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ବିଶ୍ୱବିଦ୍ୟାଳୟର ନୂତନ ଚାନ୍ସଲର ଭାବେ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି |ସୋଆ ର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡ଼ଃ  ମନୋଜ...

Read more

ବିଜେଡ଼ିକୁ ୭୬୬ ଆସନ, ୫୨.୭୩% ଭୋଟ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି । ୮୫୨ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡ଼ିକୁ ୭୬୬ ଆସନ ମିଳିଛି । ବିଜେପିକୁ ୪୨, କଂଗ୍ରେସକୁ ୩୭ ଆସନ ମିଳିଛି । ୩ ଜଣ ସ୍ୱାଧୀନ ପ୍ରାର୍ଥୀ...

Read more

ଗାଁରେ ଚାଲିଲାନି ବିଜେପିର ଗପ

ଭୁବନେଶ୍ୱର: କଟକରୁ କେନ୍ଦୁଝର । ମାଲକାନଗିରିରୁ ମୟୁରଭଞ୍ଜ । ସବୁଠି ବିଜେପିର ଦହନୀୟ ଅବସ୍ଥା । ଗ୍ରାମାଞ୍ଚଳ ଭୋଟର ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ୨୦୧୭ ନିର୍ବାଚନରେ ଦଳ ୨୯୭ ଜିଲ୍ଲା ପରିଷଦ ଆସନରେ ବିଜୟୀ ହେବା ସହ ୮ ଟି...

Read more
Page 502 of 1025 1 … 501 502 503 … 1,025