Our Correspondent

ବିଜେଡ଼ି ଭାଙ୍ଗିଲା ବିଜେଡ଼ି ରେକର୍ଡ

ଭୁବନେଶ୍ୱର: ଲଗାତର ପଞ୍ଚମ ଥର ପାଇଁ ଶାସନଗାଦିରେ ବସିଥିବା ବିଜୁ ଜନତା ଦଳର ସଫଳତାରେ ଆଉ ଏକ ବିରଳ ରେକର୍ଡ ଯୋଡି ହୋଇଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ ୮୫୧ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୭୬୦ ରୁ ଅଧିକ...

Read more

ବୃହତ୍ତ ବିଜୟ ପଥରେ ବିଜେଡ଼ି, ଦୁଇ ନମ୍ବର ପାଇଁ ବିଜେପିର ସଂଘର୍ଷ

ଭୁବନେଶ୍ୱର: ଭୋଟ ଗଣତିର ଦ୍ୱିତୀୟ ଦିନରେ ବି ବିଜେଡ଼ିର ବୃହତ୍ତ ବିଜୟ ଯାତ୍ରା ଜାରି ରହିଛି । ବିଜେପି ଓ କଂଗ୍ରେସକୁ ବହୁ ପଛରେ ପକାଇ ଦେଇଛି ଦଳ । ଆଜି ସଂଧ୍ୟା ସାଢ଼େ ୭ଟା ସୁଦ୍ଧା ମିଳିଥିବା ଟ୍ରେଣ୍ଡିଂରେ ୬୨୦...

Read more

ବିରୋଧୀ ଦଳକୁ ଆଣ୍ଟି ଇନକମ୍ବେନ୍ସିଂ ଭୋଟ !

ଭୁବନେଶ୍ୱର:ପଞ୍ଚାୟତ ଭୋଟ ଗଣତି ପ୍ରଥମ ଦିନର ଫଳାଫଳ ସମ୍ପୂର୍ଣ୍ଣ ପ୍ରକାଶ ପାଇ ନାହିଁ । ରାତି ୯ଟା ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁଯାୟୀ, ୩୧୫ ଜିଲ୍ଲା ପରିଷଦ ଆସନରୁ ବିଜେଡ଼ି ୨୭୯ ଆସନରେ ଆଗୁଆ ରହିଛି । ବିଜେପି ୧୭ ଆସନରେ...

Read more

ପ୍ରଥମ ଦିନ; ପୋଛି ନେଲା ବିଜେଡ଼ି

ଭୁବନେଶ୍ୱର: ଯାହା ଆଶା କରାଯାଉଥିଲା ସେୟା ହିଁ ହେଲା । ବିଜେପି ଓ କଂଗ୍ରେସକୁ ବହୁ ପଛରେ ପକାଇ ଆଗକୁ ମାଡ଼ଗଲାଣି ବିଜୁ ଜନତା ଦଳ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିରେ ବିଜେଡ଼ି ମୋଟ ୩୧୫...

Read more

କାଲିଠାରୁ ଭୋଟ ଗଣତି

ଭୁବନେଶ୍ୱର: ଆସନ୍ତାକାଲି ସକାଳ ୮ଟାରୁ ପଞ୍ଚାୟତ ନିର୍ବାଚନର ଭୋଟଗଣତି ଆରମ୍ଭ ହେବ । ଏହା ତିନି ଦିନ ଧରି ଚାଲିବ । ସବୁ ଜିଲ୍ଲ୍ା ବ୍ଲକ୍ ସଦର ମହକୁମାରେ ଭୋଟ ଗଣତି ହେବ । ୨୬ ତାରିଖ ପ୍ରଥମ ଦିନରେ ୩୧୫,...

Read more

ହେମାନନ୍ଦ ବିଶ୍ୱାଳଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଆଉ ନାହାନ୍ତି । ୮୩ ବର୍ଷ ବୟସରେ ଆଜି ଭୁବନେଶ୍ୱରରେ ତାଙ୍କର ପରଲୋକ ହୋଇଯାଇଛି । କିଛି ଦିନ ତଳେ ନିମୋନିଆରେ ଆକ୍ରାନ୍ତ ହୋଇ ସେ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ଆଇସିୟୁରେ ରଖି...

Read more

ୟୁକ୍ରେନ୍ ରେ ଫସିଥିବା ଓଡ଼ିଆଙ୍କ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ତତ୍ପରତା

ଭୁବନେଶ୍ୱର: ୟୁକ୍ରେନ୍ ଉପରେ ରୁଷ୍ ର ଘମାଘୋଟ ଆକ୍ରମଣ ଜାରି ରହିଥିଲା ବେଳେ ୟୁକ୍ରେନ୍ ରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଏବଂ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍ପରତା ଦେଖାଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍...

Read more
Page 503 of 1025 1 … 502 503 504 … 1,025