Our Correspondent

ସୌମ୍ୟଙ୍କ ବନ୍ଧୁକ ବିଜେଡ଼ି ଆଡେ!!

ଭୁବନେଶ୍ୱର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କର ରାଜନୈତିକ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କେତେବେଳେ ବିଜେଡ଼ି ସରକାରକୁ ମୁଣ୍ଡରେ ବସାଇ ସାଉଁଳୁଛନ୍ତି ତ କେତେବେଳେ ହିଂସ୍ର ହୋଇ କାଳି ବୋଳୁଛନ୍ତି । ସରଳ ଭାଷାରେ ବୁଝିଲେ, ନିଜର ସ୍ୱାର୍ଥ...

Read more

ଆଉ ୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଚାକିରି ଗଲା; ୨ ମାସରେ ୪୪ ଚାକିରିଆ ବରଖାସ୍ତ

ଭୁୁବନେଶ୍ୱର: ସରକାରୀ ଚାକିରିରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସ୍ଥାନ ନାହିଁ । ରାଜ୍ୟ ସରକାରଙ୍କ ଏଭଳି କଠୋର ଆଭିମୁଖ୍ୟରେ ଆଜି ବଳି ପଡ଼ିଛନ୍ତି ଆଉ ୬ ଅଧିକାରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି ।...

Read more

ସୋନିଆଙ୍କ ନିଷ୍ପତ୍ତିକୁ ଅପେକ୍ଷା…

ନୂଆଦିଲ୍ଲୀ: ଫଳାଫଳକୁ ବିତିଲାଣି ୧୨ ଦିନ, ୮ ତାରିଖରେ ସରିବ ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡ଼ନବିସ୍ ନେତୃତ୍ୱାଧୀନ ସରକାରର କାର୍ୟ୍ୟକାଳ, ୭ ତାରିଖ ସୁଦ୍ଧା ରାଜ୍ୟରେ ନୂଆ ସରକାର ଶପଥ ନେବା କଥା, କିନ୍ତୁ ଏଯାଏଁ ତୁଟିଲାନି ବିଜେପି-ଶିବସେନା କଳି । ଏପରିକି...

Read more

ଆଇଏଏସ୍ ଟ୍ରେନିଂରେ 5-T ପଢ଼ିଥିଲେ ଅପରାଜିତା!!

ଭୁବନେଶ୍ୱର: 5-Tକାର୍ଯ୍ୟକ୍ରମରେ ପଶିଛି ରାଜନୀତି । ୨୦ ବର୍ଷ ଧରି ଏହା ହୋଇ ନ ଥିଲା, ଆଜି କାହିଁକି? ଏହି ପ୍ରଶ୍ନ ଧରି ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି । ତେବେ ବିରୋଧୀଙ୍କ ସମାଲୋଚନାକୁ ସରକାରଙ୍କର ଭୃକ୍ଷେପ ନାହିଁ ।...

Read more

ଓଟିଭିରେ ହୀରୋ ଦୁର୍ନୀତି ପ୍ରୋତ୍ସାହନକାରୀ ସିଡ଼ିଏମଓ!

ଭୁବନେଶ୍ୱର: ସରକାରୀ ଡାକ୍ତରଖାନାଗୁଡ଼ିକରେ ରୋଗୀଙ୍କୁ ମାଗଣା ଖାଦ୍ୟ ଓ ମାଗଣା ପରୀକ୍ଷା ନିରୀକ୍ଷା ପାଇଁ ବ୍ୟବସ୍ଥା ରହିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ତହବିଲରୁ ବର୍ଷକୁ ଖର୍ଚ୍ଚ ହେଉଛି ୬ ହଜାର କୋଟି ଟଙ୍କା । ମାତ୍ର ଡାକ୍ତରଖାନା ମାଗଣା ଖାଦ୍ୟରୁ...

Read more

ଅନାଥ ପିଲାଙ୍କ ସହ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ

ଭୁୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ଆଜି ନିଆରା ଢ଼ଙ୍ଗରେ ପାଳିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଲୋକର ପର୍ବରେ ଅନାଥ ନିଷ୍ଫାପ ଶିଶୁଙ୍କ ମୁହଁରେ ହସ ଫୁଟାଇବାକୁ ଯାଇ ପହଞ୍ଚିଥିଲେ ଭୁବନେଶ୍ୱରସ୍ଥିତ ଏସଓସି ଭିଲେଜରେ । ପିଲାଙ୍କୁ ମିଠା ଖୁଆଇ ମଜାଖୁସି...

Read more

ଜମ୍ମୁ -କାଶ୍ମୀର ପ୍ରଥମ ଉପରାଜ୍ୟପାଳ ପଦରେ ଓଡ଼ିଆ ପୁଅ

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରେ ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ପଦ ଅଳଙ୍କୃତ କରିଛନ୍ତି ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ । ୧୯୮୫ ବ୍ୟାଚ୍ ଗୁଜୁରାଟ କ୍ୟାଡରର ଆଇଏଏସ ଶ୍ରୀ ମୁର୍ମୁଙ୍କ ଘର ମୟୁରଭଞ୍ଜ ଜିଲ୍ଲାର...

Read more
Page 515 of 756 1 514 515 516 756