Our Correspondent

୭ ହଜାର ଡେଇଁଲା ଦୈନିକ ସଂକ୍ରମଣ, ଟିପିଆର୍ ୧୦.୨୪%

ଭୁବନେଶ୍ୱର: ଗତକାଲି ରାଜ୍ୟରେ ୪୮୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଟେଷ୍ଟ ପଜିଟିଭିଟି ହାର ଥିଲା ୬.୫% । ଆଜି ତାହା ୭ ହଜାର ଡେଇଁ ଟେଷ୍ଟ ପଜିଟିଭିଟି ହାର ୧୦.୨୪% କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ...

Read more

ଚାକିରି ପାଇଁ ବୟସ ସୀମା ୫ ବର୍ଷ ବଢ଼ିଲା

ଭୁବନେଶ୍ୱର: କୋଭିଡ୍ ମହାମାରୀ ବେଳେ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ରାଜ୍ୟ କ୍ୟାବିନେଟ୍ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାରୀ ଚାକିରିରେ ପ୍ରବେଶ ପାଇଁ ସାଧାରଣ ବର୍ଗର ଆଶାୟୀଙ୍କ ବୟସ ସୀମା(Upper Age Limit) ୩୮ ବର୍ଷକୁ ବଢ଼ାଇ...

Read more

୯୭% କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ୍ ଆବଶ୍ୟକ ପଡୁନି

ଭୁବନେଶ୍ୱର: ରାଜ୍ୟରେ କରୋନାର ତୃତୀୟ ଲହର ଭୟଙ୍କର ରୂପ ନେଲାଣି । ମାତ୍ର ଗୋଟିଏ ସପ୍ତାହରେ ଟେଷ୍ଟ ପଜିଟିଭିଟି ରେଟ୍ ୧୦% ଟପିଯାଇଛି । ଦିନ କେଇଟାରେ ସଂକ୍ରମଣ ୪ ହଜାରକୁ ଟପିଯାଇଛି । ପ୍ରଥମ ଲହର ପିକ୍ କୁ ଅତିକ୍ରମ...

Read more

ମିଶନ ଶକ୍ତି କର୍ମଚାରୀ, ଅଙ୍ଗନବାଡ଼ି ଦିଦିଙ୍କ ପାଇଁ ବଡ଼ ପ୍ୟାକେଜ୍

ଭୁବନେଶ୍ୱର: ମିଶନ ଶକ୍ତି ଆନ୍ଦୋଳନରେ ସାମିଲ ୫୦ ହଜାର ଗୋଷ୍ଠୀ ସହାୟକ କର୍ମଚାରୀ ଏବଂ ରାଜ୍ୟର ଅଙ୍ଗନବାଡ଼ି ଦିଦିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ଼ ପ୍ୟାକେଜ୍ ଘୋଷଣା କରିଛନ୍ତି । ଗୋଷ୍ଠୀ ସହାୟକ କର୍ମଚାରୀଙ୍କ ପାଇଁ ପୋଷାକ ଭତ୍ତା,...

Read more

୫ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ସମସ୍ତ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଫେବ୍ରୁଆରୀ...

Read more

୫୦% ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନରେ ମହିଳା

ଭୁବନେଶ୍ୱର: ଜିଲ୍ଲା ପରିଷଦ ଅଧ୍ୟକ୍ଷ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ପଞ୍ଚାୟତିରାଜ ବିଭାଗ ଆଜି ଏହି ତାଲିକା ପ୍ରକାଶ କରିଛି । ୧୫ ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଅନୁସୂଚିତ...

Read more

ଆରମ୍ଭରୁ ପ୍ରଥମ ଲହର ପିକ୍ ପାଖରେ

ଭୁବନେଶ୍ୱର: ଡିସେମ୍ବର ୨୭ ତାରିଖରେ ରାଜ୍ୟରେ ଦୈନିକ ସଂକ୍ରମଣ ୨୦୦ ପାର୍ କରିଥିଲା । ଜାନୁଆରୀ ୧ ରେ ୨୯୮ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜାନୁଆରୀ ୨ ଓ ୩ ରେ ୪୨୪ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହେଲେ ।...

Read more
Page 516 of 1025 1 … 515 516 517 … 1,025