ବସ୍ତିବାସିନ୍ଦା, ଶିକ୍ଷକଙ୍କୁ ନୂଆବର୍ଷ ଉପହାର
*୫ ମହାନଗର ନିଗମ ବସ୍ତିବାସିନ୍ଦାଙ୍କ ପାଇଁ ଜାଗା ମିଶନ୍ *ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ପାଇଁ ସପ୍ତମ ବେତନ ଲାଗୁ ଭୁବନେଶ୍ୱର: ବର୍ଷର ଶେଷ ଦିନରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ମହାନଗର ନିଗମ...
Read more








