ଦିବ୍ୟଜ୍ୟୋତି ପରିଡ଼ା ସମ୍ବଲପୁର ଜିଲ୍ଲାପାଳ
ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ରାଜ୍ୟ ସରକାର ଆଜି ଏକ ଛୋଟ ଅଦଳବଦଳ କରିଛନ୍ତି । ଶୁଭମ୍ ସାକ୍ସେନାଙ୍କ ଜାଗାରେ ସମ୍ବଲପୁର ଜିଲ୍ଲାପାଳ ଭାବେ ୨୦୧୫ ବ୍ୟାଚ୍ ଅଧିକାରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ନିଯୁକ୍ତି ଦିଆଯାଇଛି । ଶ୍ରୀ ପରିଡ଼ା ରାଉରକେଲା ମହାନଗର ନିଗମର...
Read more








