Our Correspondent

କିଟ୍‍ ଓ କିସ୍ ରେ କଳାକୁମ୍ଭ ଉଦ୍‍ଯାପିତ

ଭୁବନେଶ୍ୱର: ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ ପକ୍ଷରୁ କିଟ୍‍ ଓ କିସ୍‍ ସହଯୋଗରେ କିସ୍‍ ପରିସରରେ ଡିସେମ୍ବର ୧୨ ତାରିଖରୁ ଚାଲିଥିବା କଳାକୁମ୍ଭ ଶୁକ୍ରବାର ଉଦ୍‍ଯାପିତ ହୋଇଯାଇଛି। ନିକଟରେ କିଟ୍‍-କିସ୍‍ ଓ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ରାଷ୍ଟ୍ରୀୟ...

Read more

କଳିଙ୍ଗ ଷ୍ଟାଡିୟମ୍ ବୁଲିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୬୧୩୧ ନବନିଯୁକ୍ତ ଶିକ୍ଷକଙ୍କ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳିଙ୍ଗ ଷ୍ଟାଡିୟମ୍ ବୁଲିଥିଲେ । ସେଠାରେ ଚାଲିଥିବା ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ସାଙ୍ଗରେ ଥିଲେ ମନ୍ତ୍ରୀ ତୁଷାରକାନ୍ତି...

Read more

ରେକର୍ଡ: ଏକାଥରକେ ନିଯୁକ୍ତି ପାଇଲେ ୬୧୩୧ ଶିକ୍ଷକ

ଭୁବନେଶ୍ୱର: ରାଜ୍ୟ ନିଯୁକ୍ତି ଇତିହାସରେ ସର୍ବକାଳୀନ ରେକର୍ଡ । ଏକାଥରକେ ନିଯୁକ୍ତି ପାଇଲେ ୬୧୩୧ ଶିକ୍ଷକ/ଶିକ୍ଷୟିତ୍ରୀ । ତାହା ପୁଣି ମାତ୍ର ୪୭ ଦିନରେ । ପ୍ରଥମ ପର୍ଯ୍ୟାୟ ୫-ଟି ହାଇସ୍କୁଲ ଟ୍ରାନସଫରମେସନ୍ କାର୍ଯ୍ୟକ୍ରମରେ ୧୦୭୫ ସ୍କୁଲର ରୂପାନ୍ତର ପରେ ରାଜ୍ୟ...

Read more

୨୭ ବର୍ଷ ପରେ ଓଡ଼ିଶା ଫେରିବେ ନୂଆ ପୁଲିସ ଡିଜି

ଭୁବନେଶ୍ୱର: ୧୯୮୭ ବ୍ୟାଚ୍ ଆଇପିଏସ୍ ସୁନୀଲ ବଂଶଲ ହେବେ ଓଡ଼ିଶାର ପରବର୍ତ୍ତୀ ପୁଲିସ ଡିଜି । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କର ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ହୋଇଛି । ବର୍ତ୍ତମାନ ମୁମ୍ବାଇ ଗୁଇନ୍ଦା ବ୍ୟୁରୋର ସ୍ୱତନ୍ତ୍ର ନିର୍ଦ୍ଦେଶକ ଥିବା ଏହି...

Read more

ବିଜୁ ସ୍ୱାସ୍ଥ୍ୟକାର୍ଡ ଯୋଜନାରେ ସାମିଲ ହେଲା ସାରା ଓଡ଼ିଶା

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା ଇତିହାସରେ ଓଡ଼ିଶାକୁ ମିଳିଲା ସବୁଠାରୁ ବଡ଼ ସଫଳତା । ରାଜ୍ୟର ଗରିବ ଲୋକଙ୍କୁ ଚିକିତ୍ସା ଖର୍ଚ୍ଚରୁ ମିଳିଛି ମୁକ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ୍ କାର୍ଡ ଯୋଜନାରେ ସାମିଲ ହୋଇଛି ସାରା ଓଡ଼ିଶା । ରାଜ୍ୟର...

Read more

ଜନ୍ମମାଟି ଅଭିମୁଖେ ରାଣାପ୍ରତାପଙ୍କ ପାର୍ଥିବ ଶରୀର

ଭୁୁବନେଶ୍ୱର: ବାୟୁସେନା ଜୁନିଅର ୱାରେଣ୍ଟ ଅଫିସର ରାଣାପ୍ରତାପ ଦାସଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି । ତାମିଲନାଡୁ କୁନ୍ନୁରଠାରେ ହେଲିକପ୍ଟର ଦୁର୍ଘଟଣାରେ ସିଡ଼ିଏସ୍ ବିପିନ୍ ରାୱାତ୍ ଙ୍କ ସହ ବୀର ଓଡ଼ିଆ ରାଣାପ୍ରତାପ ସହିଦ ହୋଇଥିଲେ । ବାୟୁସେନାର ସ୍ୱତନ୍ତ୍ର ବିମାନରେ...

Read more

ଆଉ ୪ ମାସ ମାଗଣା ଚାଉଳ

ଭୁୁବନେଶ୍ୱର: ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନାରେ ମିଳୁଥିବା ଅତିରିକ୍ତ ମାଗଣା ଚାଉଳ ବଣ୍ଟନର ଅବଧି ଆଉ ୪ ମାସ ବୃଦ୍ଧି କରାଯାଇଛି । କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ...

Read more
Page 524 of 1025 1 … 523 524 525 … 1,025