Our Correspondent

ଆସିଲା ନୂଆ କରୋନା ଔଷଧ

ନୂଆଦିଲ୍ଲୀ: ସାରା ଦେଶ କରୋନା ଭୂତାଣୁ କବଳରେ ଯୁଜୁଥିବା ବେଳେ ସମସ୍ତଙ୍କ ପାଇଁ ଏକ ଆଶ୍ୱସ୍ତିର ଖବର ଆସିଛି । ଡିଆରଡିଓ ପ୍ରସ୍ତୁତ କରିଛି ନୂଆ କରୋନା ଔଷଧ ୨-ଡିଅକ୍ସି- ଡି-କ୍ଲୁକୋଜ୍ ବା ୨-ଡିଜି 2-deoxy-D-glucose (2-DG)। ହାଇଦ୍ରାବାଦର ଡକ୍ଟର ରେଡି...

Read more

ଫେକ୍ ଭିଡ଼ିଓକୁ ନେଇ ଅଡୁଆରେ ବିଜେପି

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ବିଜେପି ଆଇଟି ସେଲ୍ ର ନିଆଁଗିଳା ମିଛ ପ୍ରଚାର ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ଟିଏମସି କର୍ମୀମାନଙ୍କ ଦ୍ୱାରା ହତ୍ୟାର ଶିକାର ତାଲିକାରେ ଇଣ୍ଡିଆ ଟୁଡେର ସାମ୍ବାଦିକ ଅଭ୍ର ବାନାର୍ଜୀଙ୍କ ଫଟୋକୁ ଦେଖାଇ ଏକ ଭିଡ଼ିଓ...

Read more

ନଭିମୁମ୍ବାଇ ମହାନଗର ନିଗମକୁ ଓଡିଶା ଭବନ ଭଡ଼ା ଛାଡ

ଭୁୁବନେଶ୍ୱର: ନଭିମୁମ୍ବାଇ ମହାନଗର ନିଗମ ଉପରେ ଓଡ଼ିଶା ଭବନର ଭଡ଼ା ବାବଦକୁ ଥିବା ୨ କୋଟି ୧୬ ଲକ୍ଷ ଟଙ୍କାକୁ ଓଡ଼ିଶା ସରକାର ଛାଡ଼ କରିଛନ୍ତି । କୋଭିଡ୍ ମହାମାରୀର ମୁକାବିଲା ପାଇଁ ମୁମ୍ବାଇରେ ରୋଗୀଙ୍କୁ ସେବା ଯୋଗାଉଥିବା ଡାକ୍ତର ଓ...

Read more

ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଲା କରୋନା

ଭୁୁବନେଶ୍ୱର: ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି କରୋନା । 'ସମ୍ବାଦ'ର ଗଞ୍ଜାମ ଜିଲ୍ଲା ପ୍ରତିନିଧି ପ୍ରଦୀପ ସାହୁଙ୍କର ଆଜି ମୃତ୍ୟୁ ହୋଇଛି । ତାଙ୍କୁ ମାତ୍ର ୪୩ ବର୍ଷ ବୟସ ହୋଇଥିଲା । ପ୍ରଦୀପଙ୍କ ବିୟୋଗ ସାମ୍ବାଦିକମହଲକୁ ପୁଣି ସ୍ତବ୍ଧ...

Read more

ଦୈନିକ ସଂକ୍ରମଣ ୧୨ ହଜାର ପାର୍, ୧୯ ମୃତ

ଭୁବନେଶ୍ୱର: ଯାହା ଆକଳନ କରାଯାଉଥିଲା ତାହା ହିଁ ଘଟୁଛି । ହୁ ହୁ ହୋଇ ବଢ଼ି ଚାଲିଛି କରୋନା । ରାଜ୍ୟରେ ଦୈନିକ ସଂକ୍ରମଣ ଆଜି ୧୨ ହଜାର ପାର୍ କରିଛି । ଗତ ୨୪ ଘଣ୍ଟାରେ ୧୨,୨୩୮ ପଜିଟିଭ୍ ଚିହ୍ନଟ...

Read more

ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଥିବା ଲୋକଙ୍କୁ ପ୍ରାଥମିକତା

ଭୁବନେଶ୍ୱର: ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଥିବା ଲୋକଙ୍କୁ ଟିକାକରଣରେ ପ୍ରାଥମିକତା ଦିଆଯିବ । ସେମାନଙ୍କ ଛଡ଼ା କୌଣସି ନୂଆ ଲୋକଙ୍କୁ ଏବେ ଟିକା ଦିଆଯିବନି । ଟିକା ଅର୍ଡର ଦିଆଯାଇଛି । ଆସିଲେ ସମସ୍ତଙ୍କୁ ମିଳିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ...

Read more

କୋଭିଡ୍ ପରିଚାଳନା: ୩ ଜିଲ୍ଲାକୁ ଆଉ ୭ କୋଟି ଦେଲେ ମୁଖ୍ୟମନ୍ତ୍ରୀ

ଭୁୁବନେଶ୍ୱର: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତ ଖୋଲି ଦେଇଛନ୍ତି । କୋଭିଡ୍ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ଆଜି ୩ଟି ଜିଲ୍ଲାକୁ ୭ କୋଟି ଟଙ୍କା ସହାୟତା ଦେଇଛନ୍ତି । ପୁରୀ ଜିଲ୍ଲାକୁ ୨ କୋଟି,...

Read more
Page 593 of 1024 1 … 592 593 594 … 1,024