Our Correspondent

୩୦୦୦ ‘ମୋ ସେବା କେନ୍ଦ୍ର’ ଲୋକାର୍ପିତ

ଭୁବନେଶ୍ୱର: ବିଜୁ ବାବୁଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ଅବସରରେ ଆଜି ରାଜ୍ୟରେ ଆରମ୍ଭ ହୋଇଛି ୩୦୦୦ରୁ ଅଧିକ ମୋ ସେବା କେନ୍ଦ୍ର ଓ ଓଡ଼ିଶା ୱାନ୍ ପୋର୍ଟାଲ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପିତ କରିଛନ୍ତି । ମୋ...

Read more

‘ଓଡ଼ିଶାର ସ୍ୱାଭିମାନ ପାଇଁ ଲଢ଼େଇ ଜାରି ରଖିବା’

ଭୁବନେଶ୍ୱର: ମହାନ୍ ଜନନେତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀରେ ଆଜି ରାଜ୍ୟବାସୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ମୁଖ୍ୟ ସମାରୋହରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁବାବୁଙ୍କ...

Read more

ଆଜି ବିଜୁବାବୁଙ୍କ ପୂଣ୍ୟ ଜନ୍ମଦିନ

"ମୋ ସ୍ୱପ୍ନର ଆଗାମୀ ଓଡ଼ିଶାରେ କୌଣସି ଚାଷୀର କ୍ଷେତ ଶୁଷ୍କ ଶ୍ରୀହୀନ ରହିବ ନାହିଁ । ଜଳାଭାବରେ ସେମାନଙ୍କ କ୍ଷେତରୁ ଶସ୍ୟ ନଷ୍ଟ ହେବ ନାହିଁ । ଓଡ଼ିଶାରେ ନାରୀ ନିର୍ଯ୍ୟାତନା ସମ୍ପର୍କରେ ପଦୁଟିଏ କଥା ବି ଶୁଣାଯିବନି । ନାରୀ...

Read more

ସାଂଗଠନିକ ନେତୃତ୍ୱରେ ବବିଙ୍କ ସଫଳତାର ବର୍ଷେ

ଭୁବନେଶ୍ୱର: ବିଜେଡ଼ି ସାଂଗଠନିକ ସମ୍ପାଦକ ଦାୟିତ୍ୱରେ ବିଧାୟକ ପ୍ରଣବ ପ୍ରକାଶ(ବବି) ଦାସଙ୍କ ବର୍ଷଟିଏ ପୂରିଛି । ଗତବର୍ଷ ବିଜୁବାବୁଙ୍କ ପବିତ୍ର ଜନ୍ମିତିଥି ତଥା ବିଜେଡ଼ି ସରକାରର ୨୦ ବର୍ଷ ପୂର୍ତ୍ତି ଅବସରରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ...

Read more

କେନ୍ଦ୍ରାପଡ଼ାରେ ୫୦ ହଜାର କୋଟିର ଷ୍ଟିଲ୍ ପ୍ଲାଣ୍ଟ

ଭୁବନେଶ୍ୱର: ଶିଳ୍ପବିହୀନ କେନ୍ଦ୍ରାପଡ଼ା ପାଇଁ ଖୁସି ଖବର । ରାଜ୍ୟ ସରକାରଙ୍କ ଆଗ୍ରହକ୍ରମେ ମିତ୍ତଲ ଗ୍ରୁପ୍ ଏଠାରେ ପୁଞ୍ଜିନିବେଶ ପାଇଁ ଆଗେଇ ଆସିଛି । ଜିଲ୍ଲାରେ ୧୨ ମିଲିୟନ୍ ଟନ୍ କ୍ଷମତା ବିଶିଷ୍ଟ ଇଣ୍ଟିଗ୍ରେଟେଡ ଷ୍ଟିଲ୍ ପ୍ଲାଣ୍ଟ (କମ୍ପ୍ଲେକ୍ସ) ସ୍ଥାପନ କରିବ...

Read more

୫ରୁ କିଟ୍‍ ଇନଡୋର ଷ୍ଟାଡିଅମରେ ବରିଷ୍ଠ ଜାତୀୟ ଭଲବଲ ଚାମ୍ପିଅନସିପ୍

• କ୍ରମାଗତ ଦୁଇଥର ଏହି ଚାମ୍ପିଅନସିପ ଆୟୋଜନ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ • ସମସ୍ତ ମ୍ୟାଚ କିଟ୍‍ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମ କୋର୍ଟରେ  • କଡ଼ାକଡ଼ି ପାଳନ ହେବ କୋଭିଡ ନିୟମ ଭୁବନେଶ୍ୱର: ମାର୍ଚ୍ଚ ୫ରୁ କିଟ୍‍...

Read more

ବିବନ ବିଶ୍ୱାଳକୁ ଚିହ୍ନିଲେ ଅଞ୍ଜନା !

ଭୁବନେଶ୍ୱର: ୨୨ ବର୍ଷ ତଳର ସେହି ଘୃଣ୍ୟ ଚେହେରାକୁ ଭୁଲିନାହାନ୍ତି ଅଞ୍ଜନା ମିଶ୍ର । ତାଙ୍କ ଇଜ୍ଜତ ଲୁଟିଥିବା ସୈତାନ୍ ବିବନର ଭୟଙ୍କର ଚେହେରା ତାଙ୍କ ମନରେ ଏବେ ବି ସତେଜ ରହିଛି । ଆଜି ଝାରପଡ଼ା ଜେଲ୍ ରେ ଅନୁଷ୍ଠିତ...

Read more
Page 610 of 1024 1 … 609 610 611 … 1,024