ସୋଆ ଗ୍ରାଜୁଏଟ୍ ଙ୍କୁ ନିଯୁକ୍ତି ସୁଯୋଗ
ଭୁବନେଶ୍ୱର: କୋଭିଡ ମହାମାରୀର କରାଳ ଛାୟା ଶିକ୍ଷା ବ୍ୟବସ୍ଥା ଉପରେ ଭୟଙ୍କର ପକାଇବା ସତ୍ତ୍ୱେ ନିଯୁକ୍ତି କ୍ଷେତ୍ରରେ ସଫଳତା ସାଉଁଟିଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ) । ସୋଆ ପରିଚାଳିତ ଆଇଟିଇଆର୍ ୨୦୨୧ ବ୍ୟାଚ୍ ର ୮୫ ପ୍ରତିଶତ ଇଂଜିନିୟରିଂ ଛାତ୍ରଛାତ୍ରୀ...
Read more








