Our Correspondent

ବନ୍ୟା ବିପନ୍ନଙ୍କ ପାଇଁ ୩୦୦ କୋଟିର ପ୍ୟାକେଜ୍

ଭୁବନେଶ୍ୱର: ଚଳିତ ବନ୍ୟାରେ ପ୍ରଭାବିତ ଚାଷୀମାନଙ୍କ ପାଇଁ ୩୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କର ଜୀବିକା ନିର୍ବାହ ଲାଗି ଏହି ସହାୟତା ଦିଆଯିବ । ୩୩% ରୁ ଅଧିକ ଚାଷଜମି କ୍ଷତି...

Read more

ଅଡିଓ ଭାଇରାଲ୍: ଓଟିଭି ଏମଡି ଓ ପୀଡ଼ିତା ମା’ ଙ୍କ ମଧ୍ୟରେ ଫୋନ୍ ବାର୍ତ୍ତାଳାପ

https://youtu.be/7iWiIf6zP1E ଭୁବନେଶ୍ୱର: ନିଜର ନାବାଳିକା ଝିଅକୁ ଗଣଦୁଷ୍କର୍ମ ଅଭିଯୋଗ ଆଣିଥିବା ପୀଡ଼ିତାଙ୍କ ମା’ଓ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡାଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ୍ ବାର୍ତ୍ତାଳାପର ଏହା ଅଡିଓ କ୍ଲିପ୍ । ଯାହା ଏବେ ଭାଇରାଲ୍ ହୋଇଛି । ନିଜ ଝିଅ ଉପରେ...

Read more

କ’ଣ ଟଙ୍କା ପାଇଁ ମା’ ନିଜ ନାବାଳିକା ଝିଅକୁ ଧର୍ଷିତା ସଜାଇଦେଲା?

ଭୁୁବନେଶ୍ୱର: ରାଜଧାନୀ ଛାତି ଉପରେ ଜଣେ ନାବାଳିକା ୧୫ ଦିନ ଧରି ଗଣଦୁଷ୍କର୍ମର ଶିକାର ହେବା ଅଭିଯୋଗ ତାଙ୍କ ମାଆ ମହିଳା ଥାନାଠାରୁ ଆରମ୍ଭ କରି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ମହିଳା କମିଶନଙ୍କ ପାଖରେ ଅଭିଯୋଗ ଆଣିଛନ୍ତି...

Read more

ନାବାଳିକା ଗଣଦୁଷ୍କର୍ମ: ଜବାବ ରଖିବା ପାଇଁ ଜାଗୀଙ୍କୁ ୪୮ ଘଣ୍ଟାର ମହଲତ୍

ଭୁବନେଶ୍ୱର: ଓଟିଭି ଚାନେଲ୍ ର କିଛି କର୍ମଚାରୀଙ୍କ ଦ୍ୱାରା ଜଣେ ୧୩ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲା ଆଜି ଜଟିଳ ମୋଡ଼ ନେଇଛି । ମାମଲାକୁ ଚପାଇ ଦେବା ପାଇଁ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡା ଉଦ୍ୟମ କରିଥିବା ପୀଡ଼ିତାଙ୍କ...

Read more

ଆଇଏଏସ୍ ଅଦଳବଦଳ: ବଦଳିଲେ ୪ ଜିଲ୍ଲାପାଳ

ଭୁୁବନେଶ୍ୱର: ଆଇଏଏସ୍ ସ୍ତରରେ ରାଜ୍ୟ ସରକାର ଆଜି ଏକ ଅଦଳବଦଳ କରିଛନ୍ତି । ଏଥିରେ ଜଣେ ବରିଷ୍ଠ ଓଏଏସ୍ ଙ୍କୁ ମିଶାଇ ସମୁଦାୟ ୧୨ ଜଣଙ୍କର ବଦଳି ହୋଇଛି । ଯାଜପୁର, ବଲାଙ୍ଗୀର, ନୂଆପଡ଼ା, ଅନୁଗୁଳ ଜିଲ୍ଲାରେ ନୂଆ ଜିଲ୍ଲାପାଳ ନିଯୁକ୍ତି...

Read more

ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

ଭୁବନେଶ୍ୱର: ନିଜ ଅଫିସ୍ କର୍ମଚାରୀଙ୍କ ଦ୍ୱାରା ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ସଂକ୍ରାନ୍ତରେ ଓଟିଭି କର୍ତ୍ତୃପକ୍ଷ ପ୍ରଥମରୁ ଅବଗତ ଥିଲେ । ମାମଲାର ତଦନ୍ତ ପାଇଁ ଏକ ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ଗଠନ କରାଯାଇଥିଲା । ଏକଥା ଆମେ...

Read more

ଡ୍ରଗ୍ ଲିଙ୍କ୍ ରେ ରିୟା ଚକ୍ରବର୍ତ୍ତୀ ଗିରଫ

ମୁମ୍ବାଇ: ଲଗାତର ତୃତୀୟ ଦିନର ଜେରାରେ ଆଜି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ନାରକୋଟିକସ୍ କଣ୍ଟ୍ରୋଲ୍ ବୋର୍ଡ(ଏନସିବି) । ଡ୍ରଗ୍ କାରବାରରେ ତାଙ୍କର ସଂପୃକ୍ତିକୁ ସେ ସ୍ୱୀକାର କରିଛନ୍ତି । ତେବେ ନିଜ ପାଇଁ ନୁହେଁ, ବୟଫ୍ରେଣ୍ଡ ସୁଶାନ୍ତ ସିଂ...

Read more
Page 668 of 1024 1 … 667 668 669 … 1,024