Our Correspondent

ଭାରତ ମାଟିରେ ରାଫେଲ୍

ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । ଫ୍ରାନ୍ସ ନିର୍ମିତ ରାଫେଲ୍ ଏବେ ଭାରତୀୟ ବାୟୁସେନାର ଲଢ଼ୁଆ ସୈନିକ । ଦୀର୍ଘ ୭୦୦୦ କିମି ଉଡ଼ାଣ ପରେ ଭାରତ ମାଟି ଛୁଇଁଛନ୍ତି ୫ଟି ଫାଇଟର୍ ଜେଟ୍ ରାଫେଲ୍ । ଆଜି ଅପରାହ୍ନ...

Read more

୧୦୬୮ ନୂଆ ପଜିଟିଭ୍, ୫ ମୃତ

ଭୁୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୦୬୮ କରୋନା ପଜିଟିଭ୍ । ୨୮ଟି ଜିଲ୍ଲାରୁ ଏମାନଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୬୬୨ କ୍ୱାରେଣ୍ଟାଇନ୍ କେସ୍ ଏବଂ ୪୦୬ ଲୋକାଲ୍ କଣ୍ଟାକ୍ଟ କେସ୍ । ଗଞ୍ଜାମ ଜିଲ୍ଲାରୁ...

Read more

ଗତବର୍ଷ ଅପେକ୍ଷା ଭଲ ରେଜଲ୍ଟ, ମାଟ୍ରିକ୍ ପାସ୍ ହାର ୭୮.୭୬%

ଭୁବନେଶ୍ୱର: କରୋନା ମହାମାରୀ ସଙ୍କଟ ଭିତରେ ଆଜି ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ । ସମୁଦାୟ ୫ ଲକ୍ଷ ୩୪ ହଜାର ୮୪୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୨୧ ହଜାର...

Read more

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କୋଭିଡ୍ ଡ୍ୟୁଟିରେ ମୃତ୍ୟୁ ହେଲେ ଆତ୍ମୀୟଙ୍କୁ ୫୦ ଲକ୍ଷ

ଅଣ-କୋଭିଡ୍ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଭୁବନେଶ୍ୱର: କୋଭିଡ୍ ଡ୍ୟୁଟିରେ ମୃତ୍ୟୁବରଣ କରୁଥିବା କୋଭିଡ୍ ଯୋଦ୍ଧାଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୫୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ଯୁଦ୍ଧରେ ନିୟୋଜିତ କର୍ମଚାରୀ...

Read more

କ୍ୟାପିଟାଲ୍ ହସ୍ପିଟାଲ୍ ରେ ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: କ୍ୟାପିଟାଲ୍ ହସ୍ପିଟାଲ୍ ରେ ଆରମ୍ଭ ହୋଇଛି ପ୍ଲାଜମା ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଶୁଭାରମ୍ଭ କରିଛନ୍ତି । ରାଜ୍ୟର ଏହା ହେଉଛି ଦ୍ୱିତୀୟ ପ୍ଲାଜମା ବ୍ୟାଙ୍କ । ଗତ ୧୫ ତାରିଖରେ କଟକଏସସିବି ମେଡ଼ିକାଲ୍ କଲେଜରେ...

Read more

ଆଜି ୧୨୧୫ ପଜିଟିଭ୍, ୭ ମୃତ: ଗଞ୍ଜାମ ନିକଟତର ଖୋର୍ଦ୍ଧା ଜିଲ୍ଲା

ଭୁୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟର ୨୮ ଜିଲ୍ଲାରୁ ୧୨୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୬୨ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆକ୍ରାନ୍ତଙ୍କ ସଂଖ୍ୟାରେ ଗଞ୍ଜାମ ଜିଲ୍ଲା...

Read more

ସମ୍ ହସ୍ପିଟାଲରେ ‘କୋଭାକ୍ସିନ୍’ ର ମାନବ ପରୀକ୍ଷଣ

ଭୁବନେଶ୍ୱର: ଓଡ଼ିଶା ପାଇଁ ଖୁସି ଖବର । ଭାରତର ପ୍ରଥମ କରୋନା ଟୀକା ‘କୋଭାକ୍ସିନ୍’ Covaxin ର ମାନବ ପରୀକ୍ଷଣ ଭୁବନେଶ୍ୱରର ସମ୍ ହସ୍ପିଟାଲ୍ ରେ ଆରମ୍ଭ ହୋଇଛି । ଏହି ଟୀକାର ମାନବ ପରୀକ୍ଷଣ ପାଇଁ ଦିଲ୍ଲୀ ଏମସ୍ ସମେତ...

Read more
Page 680 of 1024 1 … 679 680 681 … 1,024