କାଲି ବାହୁଡ଼ିବେ ମହାପ୍ରଭୁ; ରଥଯାତ୍ରା ଭଳି ଶୃଙ୍ଖଳିତ କରିବାକୁ ବ୍ୟାପକ ପ୍ରସ୍ତୁତି
ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି । ବିନା ଭକ୍ତରେ ସେବାୟତ ଓ ପୁଲିସଙ୍କ ଦ୍ୱାରା ଶୃଙ୍ଖଳାର ସହ ରଥ ଟଣାଯିବା ପାଇଁ ସବୁପ୍ରକାର ବ୍ୟବସ୍ଥା କରଯାଇଛି । ବାହୁଡ଼ା ଯାତ୍ରା ନୀତି...
Read more








