Our Correspondent

ମଦ ବିକ୍ରି ଏମିତି ହୁଅନ୍ତାନି ?

ଦେଢ଼ ମାସ ହେବ ସାରା ଦେଶରେ ପଡ଼ିଛି ତାଲା ।  ଧୀରେ ଧୀରେ ତାଲା ଖୋଲିବାକୁ ଲକ୍ ଡାଉନ୍ 3.0ରେ ସରକାର କିଛିଟା କୋହଳ ପଦକ୍ଷେପ ନେଇଛନ୍ତି । କିନ୍ତୁ କରୋନାର ପ୍ରଭାବ କମିବା ବଦଳରେ ବଢ଼ି ବଢ଼ି ଚାଲିଛି ।...

Read more

ରୋଗ ଥିଲା, କରୋନା ମାରିଦେଲା

ଭୁବନେଶ୍ୱର: ରାଜ୍ୟର ଦ୍ୱିତୀୟ କରୋନା ମୃତ ବ୍ୟକ୍ତିଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗରୁ ସବିଶେଷ ତଥ୍ୟ ମିଳିଛି । ମୃତ କରୋନା ଆକ୍ରାନ୍ତଙ୍କ ଘର ଭୁବନେଶ୍ୱରର ମଧୁସୂଦନ ନଗରରେ । ୭୭ ବର୍ଷ ବୟସ୍କ ଏହି ବୃଦ୍ଧଙ୍କର ଉଚ୍ଚ ରକ୍ତଚାପ, ଡାଇବେଟିସ୍ ଏବଂ...

Read more

ଆଉ ଜଣେ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ଜଣେ ମୃତ୍ୟୁବରଣ କରିଥିବାରୁ ଏବେ କରୋନା ମୃତ୍ୟୁ ସଂଖ୍ୟା ୨ ହୋଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ୍ ରେ ଏହି ତଥ୍ୟ ଦିଆଯାଇଛି ।...

Read more

ଆଜି ୬ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୭୫

ଭୁବନେଶ୍ୱର: ଗଞ୍ଜାମରୁ ୧, କଟକରୁ ୧, ବାଲେଶ୍ୱରରୁ ୩ ଏବଂ ରାଉରକେଲାରୁ ୧ । ଏହିଭଳି ଆଜି ଆଉ ୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୫ କୁ ବୃଦ୍ଧି ପାଇଛି...

Read more

ଆଉ ବସ୍ ନୁହେଁ, ସୁରତରୁ ଟ୍ରେନ୍ ରେ ଫେରିବେ ପ୍ରବାସୀ

ଭୁୁବନେଶ୍ୱର: ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ଆଉ ବସ୍ ରେ ଆସିବାକୁ ଅନୁମତି ଦିଆଯିବନି । ସେମାନେ ଟ୍ରେନ୍ ରେ ଓଡ଼ିଶା ଆସିବେ । ସୁରତରୁ ଦୀର୍ଘ ରାସ୍ତା ବସ୍ ରେ ଫେରିବା ସମୟରେ ସେମାନଙ୍କର ଖାଇବା ପିଇବାରେ ଅସୁବିଧା ହେଉଛି ।...

Read more

ରଥ ନିର୍ମାଣ କାଲିଠୁ, ରଥଯାତ୍ରା ନିଷ୍ପତ୍ତି ପରେ

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ଅନିଶ୍ଚିତତା ଭିତରେ ଥିବା ଚଳିତବର୍ଷର ରଥଯାତ୍ରାକୁ ନେଇ ଆଶା ଆଶଙ୍କା ଲାଗି ରହିଥିବା ବେଳେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ପୁରୀ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କ...

Read more

କଡ଼ା ହେଲା କଟକଣା: ସଂଧ୍ୟା ୭ରୁ ସକାଳ ୭ ଘରୁ ବାହାରିବା ମନା

ଭୁବନେଶ୍ୱର: ଲକଡାଉନ୍ କଟକଣାକୁ ପୁଣି କଡ଼ା କରାଯାଇଛି । ସଂଧ୍ୟା ୭ଟାରୁ ସକାଳ ୮ଟା ଯାଏଁ କେହି ଘରୁ ବାହାରି ପାରିବେନି । ଏହି ସମୟରେ ନିହାତି ଜରୁରୀ କାମ ନ ଥିଲେ ଘରୁ ଗୋଡ଼ କାଢ଼ିବା ମନା । ଯାହାର...

Read more
Page 721 of 1023 1 … 720 721 722 … 1,023