Our Correspondent

‘ଓଡ଼ିଶା ରୋଲ୍ ମଡ଼େଲ, ନବୀନ ପଟ୍ଟନାୟକ ହୀରୋ’

ଭୁବନେଶ୍ୱର: କରୋନା ମୁକାବିଲାରେ ସମୟୋଚିତ ପଦକ୍ଷେପ ନେବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ବିଶ୍ୱ ପାଇଁ ଉଦାହରଣ ପାଲଟିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଆମେରିକା,...

Read more

ରାତିରେ ଆଉ ୪ ପଜିଟିଭ୍, ମୋଟ ୪୮

ଭୁବନେଶ୍ୱର: ଗୁରୁବାର ରାତିରେ ଆଉ ୪ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ ରେ ପହଞ୍ଚଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍ ରେ ଏହି ସୂଚନା ଦିଆଯାଇଛି । ତେବେ...

Read more

ବାଗଚୀଙ୍କ ମିଡ଼ିଆ କ୍ଲାସ୍! କରୋନା କ୍ରିକେଟ୍ ମ୍ୟାଚ୍ ନୁହେଁ ବୋଲି ବୁଝାଇଲେ

ଭୁୁବନେଶ୍ୱର: ସରକାରୀ ଏଜେନ୍ସୀ ମଧ୍ୟରେ ସମନ୍ୱୟ ରକ୍ଷା କରି ତ୍ରୁଟିକୁ ସୁଧାରିବା ପରିବର୍ତ୍ତେ ଓଲଟି ତ୍ରୁଟି ଧରୁଥିବା ଗଣମାଧ୍ୟମକୁ ତାଗିଦ୍ କରିଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଆତଙ୍କ ସୃଷ୍ଟିକାରୀ କରୋନା ମହାମାରୀକୁ...

Read more

ମାସ୍କ ନ ପିନ୍ଧିଲେ ୨୦୦ ଫାଇନ୍

ଭୁବନେଶ୍ୱର: ଆପଣମାନେ ଘରୁ ବାହାରିବା ବେଳେ ମାସ୍କ ପିନ୍ଧିବାକୁ ବାଧ୍ୟ । ଆଜିଠାରୁ ସାରା ରାଜ୍ୟରେ ଏହି ନିୟମ ଲାଗୁ ହୋଇଛି । ତେବେ ନିୟମ କଡ଼ାକଡ଼ି କରିବାକୁ ରାଜ୍ୟ ସରକାର ଅର୍ଥଦଣ୍ଡର ବ୍ୟବସ୍ଥା କରିଛନ୍ତି । ଯିଏ ମାସ୍କ ପିନ୍ଧିବେନି...

Read more

ଆଉ ଦୁଇ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୪୪

ଭୁୁବନେଶ୍ୱର: ରାଜ୍ୟରେ ଆଉ ଦୁଇ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜଣେ ଢ଼େଙ୍କାନାଳର ମହିଳା ଏବଂ ଅନ୍ୟ ଜଣଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିବା ପଶ୍ଚିମବଙ୍ଗ ମେଦିନୀପୁରର ବ୍ୟକ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି...

Read more

ଏପ୍ରିଲ୍ ୩୦ ଯାଏଁ ବଢ଼ିଲା ଲକ୍ ଡାଉନ୍

ଜୁନ୍ ୧୭ ଯାଏଁ ବନ୍ଦ ରହିବ ସ୍କୁଲ୍, କଲେଜ ଭୁୁବନେଶ୍ୱର: ଲକ୍ ଡାଉନ୍ ଅବଧିକୁ ଏପ୍ରିଲ୍ ୩୦ ଯାଏଁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାଜ୍ୟ କ୍ୟାବିନେଟ୍ ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ...

Read more

କରୋନା ତଥ୍ୟରେ ତାଳମେଳ ନାହିଁ

ଭୁବନେଶ୍ୱର: ରାଜ୍ୟ କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ପ୍ରତିଦିନ ପ୍ରେସମିଟ୍ କରି କରୋନା ତଥ୍ୟ ଦେଉଛନ୍ତି । ରାଜ୍ୟରେ ଏ ପର୍ଯ୍ୟନ୍ତ ୪୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଆଜି ତଥ୍ୟ ଦେଇଛନ୍ତି । ସେଥିମଧ୍ୟରୁ...

Read more
Page 737 of 1023 1 … 736 737 738 … 1,023