Our Correspondent

ବିଧାନସଭାରେ ୟେସ୍ ବ୍ୟାଙ୍କ ଝଡ଼; ଦୋଷ ଠେଲିଦେଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ୟେସ୍ ବ୍ୟାଙ୍କ ଦେବାଳିଆ ହୋଇଥିବା ୪ ମାସ ଆଗରୁ ଜାଣି ମଧ୍ୟ ମହାପ୍ରଭୁଙ୍କ ୫୪୫ କୋଟି ଜମା ରଖିବା ପଛର ଉଦ୍ଦେଶ୍ୟ କ’ଣ? ୟେସ୍ ବ୍ୟାଙ୍କରେ ଜମା ଥିବା ତିରୁପତି ମନ୍ଦିରର ୧୩୦୦ କୋଟି ଟଙ୍କାକୁ ମନ୍ଦିର ଟ୍ରଷ୍ଟ ଉଠାଇ...

Read more

ଲୁଚି ଲୁଚି ଝିଲିକ୍ ଙ୍କୁ ବାହା ହୋଇଗଲେ ଡ୍ୟାନି

ଭୁବନେଶ୍ୱର: ଓଲିଉଡ୍ ର ନାମକରା ଅଭିନେତ୍ରୀ ବଙ୍ଗାଳୀ ଝିଅ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କ ହାତ ଧରିଛନ୍ତି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ(ଡ୍ୟାନି) । ବୁଧବାର ଦିନ ଏକ ତାରକା ହୋଟେଲ୍ ରେ ସେମାନଙ୍କର ବିବାହ ହୋଇଥିବା ଜଣାପଡ଼ିଛି । ବାହାରକୁ ଗୋପନ ରଖାଯାଇ...

Read more

ରାଜନୀତିରେ ସିନ୍ଧିଆ ଚରିତ୍ର: ଜନସେବା ମିଛ, କ୍ଷମତା ପାଇଁ ସବୁ ନାଟ !

ଭୁବନେଶ୍ୱର: ମଧ୍ୟପ୍ରଦେଶର ଗୁନା ସଂସଦୀୟ କ୍ଷେତ୍ରରୁ ଲୋକେ ଚାରି ଚାରି ଥର ଯେଉଁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଲୋକସଭା ପଠାଇଥିଲେ ୨୦୧୯ ନିର୍ବାଚନରେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ । ବିଜେପି ପ୍ରାର୍ଥୀଙ୍କଠାରୁ ସେ ଦେଢ଼ ଲକ୍ଷ ଭୋଟ ବ୍ୟବଧାନରେ ପରାଜିତ ହେଲେ ।...

Read more

ବିଜେପିରେ ମିଶିଲେ ସିନ୍ଧିଆ, ଅମିତ୍ ଶାହା ରହିଲେନି

ନୂଆଦିଲ୍ଲୀ: ଶେଷରେ ଦଳୀୟ ଔପଚାରିକତା ପୂରଣ କଲେ । ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପଦ୍ମ ଧରିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ । ବିଜେପିରେ ତାଙ୍କର ଯୋଗଦାନ ଗତକାଲିଠାରୁ ସ୍ପଷ୍ଟ ହୋଇଥିଲା । ମାତ୍ର ସମୟ ସ୍ଥିର ନ ଥିଲା...

Read more

କ୍ଷମତା ମୋହରେ ଅନ୍ଧ ହୋଇଗଲେ ସିନ୍ଧିଆ

ନୂଆଦିଲ୍ଲୀ: ୧୮ ବର୍ଷର ରାଜନୈତିକ କ୍ୟାରିୟର୍ ରୁ ୧୭ ବର୍ଷ କଟିଲା ସଂସଦରେ । ଉପା ସରକାରର ଦୁଇଟି ଯାକ ପାଳିରେ ମନ୍ତ୍ରୀ ହେଲେ । କଂଗ୍ରେସ ୱାର୍କିଂ କମିଟିର ସଦସ୍ୟ ରହିଲେ । କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ଉତ୍ତରପ୍ରଦେଶ...

Read more

ମୁଖ୍ୟମନ୍ତ୍ରୀଙ୍କ ମହିଳା ଦିବସ ଉପହାର: ‘ମିିଶନ ଶକ୍ତି’ ହେଲା ସ୍ୱତନ୍ତ୍ର ବିଭାଗ

ଭୁବନେଶ୍ୱର: ‘ମିଶନ ଶକ୍ତି’ ନାଁରେ ଆଉ ଏକ ବିଭାଗର ଜନ୍ମ ନେଇଛି । ବିଶ୍ୱ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଏଭଳି ସ୍ୱତନ୍ତ୍ର ବିଭାଗ ଖୋଲିବାରେ ଓଡ଼ିଶା...

Read more

ସଞ୍ଜୟଙ୍କୁ ଖଳନାୟକ ସଜାଇବାର ଚକ୍ରାନ୍ତ!!

ଭୁବନେଶ୍ୱର: ବିଜେଡ଼ି ସଂଗଠନର ମୁଖ୍ୟ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କୁ ମୁଖିଆ ନବୀନ ପଟ୍ଟନାୟକ ଦାୟିତ୍ୱ ଦେଲା ପରେ ଦଳର ଟହଲିଆ ଗୋଷ୍ଠୀଙ୍କ ବଦମାସି ଆରମ୍ଭ ହୋଇଛି । କୌତୁହଳର କଥା, ବବିଙ୍କ ନିକଟତ୍ତର ପରିଚୟ ଦେଉଥିବା ଏହି ଗୋଷ୍ଠୀ ନିଜ...

Read more
Page 753 of 1023 1 … 752 753 754 … 1,023