ସାମାଜିକ ରାଜନୀତିର ରାସ୍ତା ଧରିଲା କଳିଙ୍ଗ ସେନା
ଭୁବନେଶ୍ୱର: ଏଣିକି ସାମାଜିକ ରାଜନୀତିର ରାସ୍ତା ଧରିବ କଳିଙ୍ଗସେନା । ସମାଜରେ ଦେଖା ଦେଇଥିବା ବିଭିନ୍ନ ଦୁର୍ନୀତିକୁ ଲୋକଲୋଚନକୁ ଆଣିବା ସହ ଯୁବସମାଜର ବିକାଶ ଦିଗରେ ଅଧିକ ଧ୍ୟାନ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଆଜି କଳିଙ୍ଗ ସେନାର ଊନବିଂଶ ପ୍ରତିଷ୍ଠା...
Read more








