Our Correspondent

ସୋନିଆଙ୍କ ନିଷ୍ପତ୍ତିକୁ ଅପେକ୍ଷା…

ନୂଆଦିଲ୍ଲୀ: ଫଳାଫଳକୁ ବିତିଲାଣି ୧୨ ଦିନ, ୮ ତାରିଖରେ ସରିବ ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡ଼ନବିସ୍ ନେତୃତ୍ୱାଧୀନ ସରକାରର କାର୍ୟ୍ୟକାଳ, ୭ ତାରିଖ ସୁଦ୍ଧା ରାଜ୍ୟରେ ନୂଆ ସରକାର ଶପଥ ନେବା କଥା, କିନ୍ତୁ ଏଯାଏଁ ତୁଟିଲାନି ବିଜେପି-ଶିବସେନା କଳି । ଏପରିକି...

Read more

ଆଇଏଏସ୍ ଟ୍ରେନିଂରେ 5-T ପଢ଼ିଥିଲେ ଅପରାଜିତା!!

ଭୁବନେଶ୍ୱର: 5-Tକାର୍ଯ୍ୟକ୍ରମରେ ପଶିଛି ରାଜନୀତି । ୨୦ ବର୍ଷ ଧରି ଏହା ହୋଇ ନ ଥିଲା, ଆଜି କାହିଁକି? ଏହି ପ୍ରଶ୍ନ ଧରି ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି । ତେବେ ବିରୋଧୀଙ୍କ ସମାଲୋଚନାକୁ ସରକାରଙ୍କର ଭୃକ୍ଷେପ ନାହିଁ ।...

Read more

ଓଟିଭିରେ ହୀରୋ ଦୁର୍ନୀତି ପ୍ରୋତ୍ସାହନକାରୀ ସିଡ଼ିଏମଓ!

ଭୁବନେଶ୍ୱର: ସରକାରୀ ଡାକ୍ତରଖାନାଗୁଡ଼ିକରେ ରୋଗୀଙ୍କୁ ମାଗଣା ଖାଦ୍ୟ ଓ ମାଗଣା ପରୀକ୍ଷା ନିରୀକ୍ଷା ପାଇଁ ବ୍ୟବସ୍ଥା ରହିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ତହବିଲରୁ ବର୍ଷକୁ ଖର୍ଚ୍ଚ ହେଉଛି ୬ ହଜାର କୋଟି ଟଙ୍କା । ମାତ୍ର ଡାକ୍ତରଖାନା ମାଗଣା ଖାଦ୍ୟରୁ...

Read more

ଅନାଥ ପିଲାଙ୍କ ସହ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ

ଭୁୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ଆଜି ନିଆରା ଢ଼ଙ୍ଗରେ ପାଳିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଲୋକର ପର୍ବରେ ଅନାଥ ନିଷ୍ଫାପ ଶିଶୁଙ୍କ ମୁହଁରେ ହସ ଫୁଟାଇବାକୁ ଯାଇ ପହଞ୍ଚିଥିଲେ ଭୁବନେଶ୍ୱରସ୍ଥିତ ଏସଓସି ଭିଲେଜରେ । ପିଲାଙ୍କୁ ମିଠା ଖୁଆଇ ମଜାଖୁସି...

Read more

ଜମ୍ମୁ -କାଶ୍ମୀର ପ୍ରଥମ ଉପରାଜ୍ୟପାଳ ପଦରେ ଓଡ଼ିଆ ପୁଅ

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରେ ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ପଦ ଅଳଙ୍କୃତ କରିଛନ୍ତି ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ । ୧୯୮୫ ବ୍ୟାଚ୍ ଗୁଜୁରାଟ କ୍ୟାଡରର ଆଇଏଏସ ଶ୍ରୀ ମୁର୍ମୁଙ୍କ ଘର ମୟୁରଭଞ୍ଜ ଜିଲ୍ଲାର...

Read more

‘ଓଡ଼ିଶା- ମୋ ପରିବାର’: କାର୍ଯ୍ୟକ୍ରମ ଘୋଷଣା ବେଳେ ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ

ଭୁୁବନେଶ୍ୱର: ବିଜୁ ଜନତା ଦଳରେ ଏକ ସମାଜ ସେବା ୱିଙ୍ଗ୍ ରଖିବାକୁ ଗତ ଗାନ୍ଧୀ ଜୟନ୍ତୀ ଦିନ ଦଳର ପଦଯାତ୍ରା ଅବସରରେ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ସେହି ପ୍ରତିଶ୍ରୁତି ରକ୍ଷା କରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ...

Read more

ମହାରାଷ୍ଟ୍ର, ହରିୟାନାରେ ଫେଲ୍ ମାରିଲା ବିଜେପି ରଣନୀତି

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ହରିୟାଣାରେ ମୋଦି ଚମକ ସେଭଳି ଦେଖିବାକୁ ମିଳିନାହିଁ । ବିଜେପି ସେଠାରେ ଆଶାଜନକ ସଫଳତା ପାଇନାହିଁ । ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଥିଲେ ମଧ୍ୟ ଗତଥର ତୁଳନାରେ ୨୪ ଟି ଆସନ ହରାଇଛି ।...

Read more
Page 782 of 1023 1 … 781 782 783 … 1,023