Our Correspondent

କାଶ୍ମୀରବାସୀଙ୍କୁ ଭରସା ଦେଲେ ମୋଦି

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଧାରା ୩୭୦ ଉଚ୍ଛେଦର ମୁଖ୍ୟ ବିନ୍ଧାଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ଭାରତୀୟ ଗଣତନ୍ତ୍ର ଓ ସାମ୍ବିଧାନିକ ବ୍ୟବସ୍ଥାରେ ଜାମ୍ମୁ-କାଶ୍ମୀର ସମ୍ପୂର୍ଣ୍ଣ ସାମିଲ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ...

Read more

ଆଇଏଏସ ଅଦଳବଦଳ: କେବିକେ ଅତିରିକ୍ତ ଦାୟିତ୍ୱରେ ଅସିତ୍ ତ୍ରିପାଠୀ, ପୂର୍ତ୍ତ ବିଭାଗ ସମ୍ପୂର୍ଣ୍ଣ ସମ୍ଭାଳିବେ କ୍ରିଷନ୍ କୁମାର

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସ୍ତରରେ ଆଜି ବଡ଼ ଧରଣର ଅଦଳ ବଦଳ ହୋଇଛି । ତାଲିକାରେ ୧୭ ଜଣଙ୍କର ନାଁ ରହିଛି । ଉନ୍ନୟନ କମିଶନର ତଥା ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କୁ କେବିକେ ମୁଖ୍ୟ...

Read more

ପୁଲିସ ଡିଜି ହେଲେ ବିଜୟ ଶର୍ମା

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଫିସର ବିଜୟ କୁମାର ଶର୍ମା ପୁଲିସ ଡିଜି ପଦରେ ନିଯୁକ୍ତି ପାଇଛନ୍ତି । ଅଗ୍ନିଶମ ବିଭାଗର ଡିଜି ଦାୟିତ୍ୱ ସହ ପୂର୍ଣ୍ଣ ଅତିରିକ୍ତ ଡିଜିପି ଏବଂ ଓଡ଼ିଶା ପୁଲିସ ଫୋର୍ସର ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ ଶର୍ମା ।...

Read more

ଆଉ ନାହାନ୍ତି ସୁଷମା ସ୍ୱରାଜ

ନୂଆଦିଲ୍ଲୀ: ଦେଶ ଆଉ ଜଣେ ଷ୍ଟଲୱାର୍ଟଙ୍କୁ ହରାଇଛି । ବିଜେପିର ବରିଷ୍ଠ ନେତ୍ରୀ, ପୂର୍ବତନ ବୈଦେଶିକ ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜ ଆଉ ଇହ ଜଗତରେ ନାହାନ୍ତି । ମଙ୍ଗଳବାର ରାତିରେ ସେ ହୃଦଘାତର ଶିକାର ହୋଇଥିଲେ । ଚିକିତ୍ସା ପାଇଁ...

Read more

ମୋଦି ତାକତ୍: ଉଚ୍ଛେଦ ହେଲା ୩୭୦, ଜାମ୍ମୁ-କାଶ୍ମୀର ଆଉ ଭିନ୍ନ ନୁହେଁ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ପାଇଁ ସ୍ୱତନ୍ତ୍ର ଭାବେ ଲାଗୁ ସମ୍ବିଧାନର ଧାରା ୩୭୦ କୁ ଉଚ୍ଛେଦ କରିଦେଇଛନ୍ତି ନରେନ୍ଦ୍ର ମୋଦି ସରକାର । ଗୃହମନ୍ତ୍ରୀ ଅମିତ୍ ଶାହା ଆଜି ରାଜ୍ୟସଭାରେ ଏହାର ସଂକଳ୍ପ ଆଗତ କରିଥିବା ବେଳେ ଏ ସଂକ୍ରାନ୍ତୀୟ କ୍ୟାବିନେଟ୍ ନିଷ୍ପତ୍ତିକୁ...

Read more

ରବିଶ କୁମାରଙ୍କୁ ରମଣ ମାଗାସେସ ଆୱାର୍ଡ

ନୂଆଦିଲ୍ଲୀ: ଯେତେବେଳେ ଦେଶର ପ୍ରମୁଖ ଗଣମାଧ୍ୟମ ସରକାରୀ ଚାଟୁକାର ପ୍ରତିଯୋଗିତାରେ ମାତିଥିଲେ ସେତେବେଳେ ନିଜ ନୀତି ଓ ଆଦର୍ଶରୁ ତିଳେ ମାତ୍ର ହଲି ନ ଥିଲେ । ଏନଡିଟିଭିରେ ତାଙ୍କ କାର୍ଯ୍ୟକ୍ରମ ‘ପ୍ରାଇମ୍ ଟାଇମ୍’ ରେ ସାଧାରଣ ଲୋକଙ୍କ ସ୍ୱରକୁ ଅତି...

Read more

କଫି ଟାଇକୁନ୍ ସିଦ୍ଧାର୍ଥଙ୍କ ଆତ୍ମହତ୍ୟା, ନଦୀରୁ ମିଳିଲା ମୃତଦେହ

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍.କ୍ରିଷ୍ଣାଙ୍କ ଜ୍ୱାଇଁ ତଥା ‘କାଫେ କଫି ଡେ’ ର ମାଲିକ ଭିି.ଜି. ସିଦ୍ଧାର୍ଥ(୬୦)ଙ୍କ ମୃତଦେହ ଦକ୍ଷିଣ କନ୍ନଡ଼ ଜିଲ୍ଲାର କୋଟେପୁରା ନିକଟସ୍ଥ ନେତ୍ରାବତୀ ନଦୀରୁ ଉଦ୍ଧାର କରାଯାଇଛି । ନଦୀକୂଳରେ ମାଛ ଧରୁଥିବା ରିତେଶ ପ୍ରଥମେ...

Read more
Page 796 of 1023 1 … 795 796 797 … 1,023