ବୈଜୟନ୍ତଙ୍କ କାରନାମା!୨୦୧୪ରେ ମିଥ୍ୟାପାଠ, ୨୦୧୯ରେ ସତ୍ୟପାଠ
ଭୁବନେଶ୍ୱର: ଗତଥର କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେଡ଼ି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନିଜ ପଦବୀ ଓ ରୋଜଗାର ଲୁଚାଇ ନିର୍ବାଚନ କମିଶନଙ୍କ ପାଖରେ ମିଥ୍ୟାପାଠ ଦେଇଥିଲେ । ମାତ୍ର ଚଳିତ ନିର୍ବାଚନର ପ୍ରାର୍ଥୀ ଭାବେ ବୈଜୟନ୍ତ ତଥ୍ୟ ଲୁଚାଇ ନାହାନ୍ତି ।...
Read more








