Our Correspondent

ବିଜେଡ଼ି ସହ ସମ୍ପର୍କ; ଗୋହି ଖୋଳାଖୋଳି ହେଲେ ବିରୋଧୀ

ଭୁବନେଶ୍ୱର: ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କର ବିଜେଡ଼ି ସହ ଡିଲ୍ ଅଛି । ନବୀନ ପଟ୍ଟନାୟକଙ୍କ ବିରୋଧରେ କଂଗ୍ରେସ ବିଧାୟକଙ୍କ ସ୍ୱରକୁ ସେ ଚାପି ଦେଉଛନ୍ତି । ବିଧାୟକ ପଦରୁ ନଗଦ ଇସ୍ତଫା ଦେଇଥିବା କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ସଗରିଆ...

Read more

ବିଧାନସଭାକୁ ଶାସକଦଳର ଡର !

ଭୁବନେଶ୍ୱର: ଢ଼େଙ୍କାନାଳର ବଳରାମପୁରରେ ବିୟର ଫ୍ୟାକ୍ଟ୍ରି ପାଇଁ ଗଛକଟା ସାରା ରାଜ୍ୟରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି କଲା । ବିଧାନସଭାରେ କଂଗ୍ରେସ ପକ୍ଷରୁ ଆଜି ଏହା ଉପରେ ଆଲୋଚନା ପାଇଁ ମୁଲତବୀ ନୋଟିସ୍ ଦିଆଗଲା । ବାଚସ୍ପତି ଏହାକୁ ଗ୍ରହଣ ମଧ୍ୟ...

Read more

ବହୁ ଚର୍ଚ୍ଚିତ ବିୟର୍ ଫ୍ୟାକ୍ଟ୍ରି ବାତିଲ

ଭୁବନେଶ୍ୱର: ଢ଼େଙ୍କାନାଳର ବଳରାମପୁରରେ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରିକୁ ବାତିଲ କରିଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତିଲ ନିର୍ଦ୍ଦେଶ ଦେଇଛନ୍ତି । ଆରଡିସିଙ୍କ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବିୟର୍ ଫ୍ୟାକ୍ଟ୍ରି ପାଇଁ ବ୍ୟାପକ...

Read more

ଫସିଲେ ଭକ୍ତ ଦାସ; ତେଲେଙ୍ଗାନାରେ କଂଗ୍ରେସ ଟିକେଟ ପାଇଁ ୩ କୋଟି ଦାବି !

ଭୁବନେଶ୍ୱର: ବିଧାନସଭା ଟିକେଟ ଖଣ୍ଡିଏ ପାଇଁ ୩ କୋଟି ଲାଞ୍ଚ । ତେଲେଙ୍ଗାନାର ରାଙ୍ଗାରେଡି ଜିଲ୍ଲା ଇବ୍ରାହିମପଟ୍ଟନମ୍ ଆସନରୁ ନିର୍ବାଚନ ଲଢ଼ିବା ପାଇଁ କେ.ମାଲେସ୍ ଙ୍କୁ ୩ କୋଟି ଟଙ୍କା ମଗାଯାଇଥିଲା । ତେଲେଙ୍ଗାନା ପାଇଁ କଂଗ୍ରେସ ସ୍କ୍ରିନିଂ କମିଟି ମୁଖ୍ୟ...

Read more

ବିଧାନସଭାରେ ଅଭିଜିତ୍ ଆୟାରଙ୍କୁ କ୍ଷମା

ଭୁୁବନେଶ୍ୱର: ଓଡ଼ିଶାର ବିଧାୟକଙ୍କ ଉପରେ ଅରୁଚିକର ଟିପ୍ପଣୀ ଦେଇଥିବା ବୈଜୟନ୍ତ ପଣ୍ଡାଙ୍କ ଅଣଓଡ଼ିଆ ବନ୍ଧୁ ଅଭିଜିତ୍ ଆୟାର ମିତ୍ରଙ୍କୁ ବିଧାନସଭା କ୍ଷମା କରିଦେଇଛି । ଗୃହ କମିଟି ରିପୋର୍ଟକୁ ଆଧାର କରି ଆଜି ବିଧାନସଭାରେ ଏ ସମ୍ପର୍କିତ ମୋସନ୍ ପାରିତ ହୋଇଛି...

Read more

ଅପରାଜିତାଙ୍କ ସ୍ୱେଚ୍ଛାକୃତ ଅବସର ମଂଜୁର

ଭୁବନେଶ୍ୱର: ବରିଷ୍ଠ ଆଇଏଏସ ଅଫିସର ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ସ୍ୱେଚ୍ଛାକୃତ ଆବେଦନ ଉପରେ ପ୍ରଧାନମନ୍ତ୍ରୀଙ୍କ ମୋହର ଲାଗିଛି । ଗତକାଲି ବିଳମ୍ବିତ ରାତିରେ ସେ ପ୍ରଧାନମନ୍ତ୍ରୀଙ୍କ ମଂଜୁର ସମ୍ବଳିତ ନିର୍ଦ୍ଦେଶନାମା ପାଇଛନ୍ତି । ନିଜେ ଅପରାଜିତା ଟ୍ୱିଟ୍ କରି ଏହା ଜଣାଇଛନ୍ତି...

Read more

ନାଇଡୁଙ୍କ ରାସ୍ତାରେ ଦିଦି; ସିବିଆଇକୁ ପଶ୍ଚିମବଙ୍ଗ ବି ମନା

କୋଲକତା: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ରାସ୍ତା ଧରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସିବିଆଇଠାରୁ ରାଜ୍ୟ ପ୍ରବେଶ ସ୍ୱୀକୃତିକୁ ପଶ୍ଚିମବଙ୍ଗ ସରକାର ପ୍ରତ୍ୟାହାର କରି ନେଇଛନ୍ତି । ସରକାରଙ୍କ ବିନା ଅନୁମତିରେ ସିବିଆଇ ରାଜ୍ୟରେ କୌଣସି ଚଢ଼ଉ...

Read more
Page 861 of 1023 1 … 860 861 862 … 1,023