ସିବିଆଇକୁ ଆନ୍ଧ୍ର ଦ୍ୱାର ବନ୍ଦ କଲେ ନାଇଡୁ ସରକାର
ହାଇଦ୍ରାବାଦ: ସିବିଆଇ ତାର ପବିତ୍ରତା ଓ ବିଶ୍ୱସନୀୟତା ହରାଇ ଦେଇଛି । ମୋଦି ସରକାରଙ୍କର ଏହା କଣ୍ଢେଇ ସାଜିଛି । ଏଭଳି ଏକ ଅପବିତ୍ର ତଦନ୍ତକାରୀ ସଂସ୍ଥାର ମୁହଁ ଚାହିଁବାକୁ ମନା କରିଦେଇଛନ୍ତି ଆନ୍ଧ୍ରପ୍ରଦେଶର ଚନ୍ଦ୍ରବାବୁ ନାଇଡୁ ସରକାର । ସିବିଆଇ...
Read more








