ଚୌକି ପାଇ ବିଜେପି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରତିଶ୍ରୁତି ଭୁଲିଗଲା: ମୁଖ୍ୟମନ୍ତ୍ରୀ
‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଆମର ହକ୍, ଏଥିପାଇଁ ଲଢ଼େଇ ଜାରି ରହିବ’ ଭୁବନେଶ୍ୱର: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପୁଣି ଉଠାଇବା ସହ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ‘୨୦୧୪ ନିର୍ବାଚନ ଇସ୍ତାହରରେ...
Read more








