Our Correspondent

ଗାଲୁ ପେଲୁଛନ୍ତି ମହାରଥୀ !

ଭୁବନେଶ୍ୱର: ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ମନ୍ତ୍ରୀ ପ୍ରଦୀପ ମହାରଥୀ ତାଙ୍କ ଦୋଷ ମାନିବାକୁ ରାଜି ନୁହଁନ୍ତି । ସେ ସେଭଳି କିଛି କହିନାହାନ୍ତି ଏବଂ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ ବୋଲି ଓଲଟି ଜିଦ୍ ଦେଖାଇଛନ୍ତି । ସୁତରାଂ...

Read more

ଚେନ୍ନାଇରେ ଶିଳ୍ପହସ୍ତୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଦ୍ୱିତୀୟ ସଂସ୍କରଣର ସଫଳତା ଲକ୍ଷ୍ୟରେ ଆଜି ଚେନ୍ନାଇରେ ରୋଡ୍ ସୋ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫିକି ସହଯୋଗିତାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଇନଭେଷ୍ଟର୍ସ ମିଟ୍ ରେ ଦେଶର ପ୍ରମୁଖ ଶିଳ୍ପସଂସ୍ଥାର...

Read more

ଆଧାର ବୈଧ; ସ୍କୁଲ,ବ୍ୟାଙ୍କରେ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: ଆଧାରର ସାମ୍ବିଧାନିକ ବୈଧତା ଉପରେ ଆଜି ସୁପ୍ରିମ୍ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ୫ ଜଣିଆ ବେଞ୍ଚ ସେମାନଙ୍କ ରାୟରେ ଆଧାର ଆକ୍ଟ, ୨୦୧୬ କୁ ବୈଧ ଘୋଷଣା...

Read more

ନିଜ ପରିବାରରେ ଅଛୁଆଁ! ଦାମଙ୍କ ସହ ଲଢ଼ିବାକୁ ଭାଇ ପ୍ରସ୍ତୁତ

ଭୁବନେଶ୍ୱର: ବିଜେଡ଼ିରୁ ବହିଷ୍କୃତ ଡାକ୍ତର ଦାମୋଦର ରାଉତ ରାଜନୈତିକ ପ୍ରସଙ୍ଗ ରୋଚକ ମୋଡ଼ ନେଇଛି । ପାରାଦ୍ୱୀପରୁ ଲଢ଼ି ସେ ନିଶ୍ଚିତ ବିଜୟୀ ହେବେ ବୋଲି ଦମ୍ଭ ଦେଖାଉଥିବା ବେଳେ ଆଗ ନିଜ ଘରୁ ହିଁ ତାଙ୍କର ପ୍ରତିଦ୍ୱନ୍ଦୀ ବାହାରିଛନ୍ତି ।...

Read more

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଚେନ୍ନାଇରେ ଓଡ଼ିଶା ଭବନ ଉଦଘାଟିତ

ଭୁବନେଶ୍ୱର: ଚେନ୍ନାଇ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ନବନିର୍ମିତ ଓଡ଼ିଶା ଭବନର ଉଦଘାଟନ କରିଛନ୍ତି । ତାମିଲନାଡୁ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଜୟକୁମାର ଏହି ଉତ୍ସବରେ ଯୋଗଦେଇଥିଲେ । ୨୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି...

Read more

ଏମିତିକା ନେତା; ନିଜ ପୁଅକୁ ବି ମନେଇ ପାରୁନାହାନ୍ତି ଦାମ

ଭୁବନେଶ୍ୱର: ନିଜ ପୁଅକୁ ମନେଇ ପାରିନାହାନ୍ତି ଡାକ୍ତର ଦାମୋଦର ରାଉତ । ବିଜେଡ଼ି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚଉଦ ପୁରୁଷ ଉଦ୍ଧାର କରିବାକୁ ଆରମ୍ଭ କରିଥିଲେ ବି ପୁଅକୁ ସେହି ଦଳରୁ ଛଡ଼ାଇ ଆଣିବାରେ ସକ୍ଷମ ହୋଇନାହାନ୍ତି । ପୁଅ...

Read more

ପୁରୀରେ ମହିଳା କର୍ମୀଙ୍କୁ ଉତ୍ସାହିତ କଲେ ଶାହା

ପୁରୀ: ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଆଜି ପୁରୀ ଆସି ଦଳର ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଭାଷଣ ଦେଇଛନ୍ତି । ତାଙ୍କ ଭାଷଣରେ ନବୀନ ପଟ୍ଟନାୟକଙ୍କ ସରକାରକୁ ସେ ଜୋରଦାର ଆକ୍ରମଣ କରି ଓଡ଼ିଶାର ମହିଳା ମୋର୍ଚ୍ଚା କର୍ମୀଙ୍କୁ...

Read more
Page 875 of 1023 1 … 874 875 876 … 1,023