Our Correspondent

ଇଣ୍ଡିଆ ଟୁଡେ ସର୍ଭେ: ନବୀନ ନମ୍ବର ୱାନ୍, ଲୋକପ୍ରିୟତାର ଶୀର୍ଷରେ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ବି ନମ୍ବର ୱାନ୍ । ଲୋକପ୍ରିୟତାର ଶୀର୍ଷରେ । ବିରୋଧୀ ଦଳର ପ୍ରତିଦ୍ୱନ୍ଦୀଙ୍କଠାରୁ ସେ ଯଥେଷ୍ଟ ଆଗରେ । ସାଧାରଣ ନିର୍ବାଚନ ପୂର୍ବରୁ ଇଣ୍ଡିଆ ଟୁଡ଼େ ପକ୍ଷରୁ ହୋଇଥିବା ଏକ ଜନମତ ସର୍ଭେରୁ ଏହା...

Read more

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି ଓକିଲ; କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

କଟକ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିନାହାନ୍ତି ହାଇକୋର୍ଟ ଓକିଲ ସଂଘ । କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରଖିବାକୁ ଆଜି ନିଷ୍ପତ୍ତି ନେଇଛନ୍ତି । ଓକିଲମାନେ କାର୍ଯ୍ୟବନ୍ଦରୁ ହଟି ହାଇକୋର୍ଟ କାର୍ଯ୍ୟ ସ୍ୱାଭାବିକ କରିବାକୁ ଗତକାଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଖାଲି ସେତିକି...

Read more

ସରକାରଙ୍କୁ ଝଟକା: ପୌର ନିର୍ବାଚନରେ ୫୦%ରୁ ଅଧିକ ସ୍ଥାନ ସଂରକ୍ଷଣକୁ ନା

ଭୁବନେଶ୍ୱର: ପୌର ନିର୍ବାଚନ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟଠାରୁ ରାଜ୍ୟ ସରକାରଙ୍କୁ ଶକ୍ତ ଝଟକା ଲାଗିଛି । ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିନାହାନ୍ତି । ଓଡ଼ିଶା ହାଇକୋର୍ଟ...

Read more

ଆୟାରଙ୍କୁ ଗୃହ କମିଟିର ସମନ,୧୧ ରେ ହାଜର ହେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ଓ ଓଡ଼ିଶାର ସଂସ୍କୃତି,ଐତିହ୍ୟକୁ ଅସମ୍ମାନ କରିବା ସହ ବିଧାୟକମାନଙ୍କ ପ୍ରତି କୁତ୍ସିତ ଟିପ୍ପଣୀ ଦେଇଥିବା ବୈଜୟନ୍ତ ପଣ୍ଡାଙ୍କ ଅଣଓଡ଼ିଆ ବନ୍ଧୁ ଅଭିଜିତ୍ ଆୟାର ମିତ୍ରଙ୍କୁ ବିଧାନସଭା ଗୃହ କମିଟି ସମନ୍ କରିବାକୁ ନିଷ୍ପତ୍ତି ନେଇଛି । ଅକ୍ଟୋବର ୧୧...

Read more

ମିଥ୍ୟା ବିଜ୍ଞାପନ ହମଲା ଜାରି

ଭୁବନେଶ୍ୱର: ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟରେ ଦେଉଥିବା ବିଜ୍ଞାପନଗୁଡ଼ିକ ମିଛ ଓ ବିଭ୍ରାନ୍ତିକର ବୋଲି ଆଜି ପୁଣି ହମଲା କରିଛନ୍ତି ପିସିସି ଗଣମାଧ୍ୟମ ବିଭାଗର ମୁଖ୍ୟ ସତ୍ୟପ୍ରକାଶ ନାୟକ । ଏକ ସାମ୍ବାଦିକ ସମ୍ମିଳନୀରେ ସେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା...

Read more

ଅଭିଜିତ୍ ଙ୍କ ଅନ୍ତରୀଣ ଜାମିନ୍ ଅକ୍ଟୋବର ୫ ଯାଏଁ ବୃଦ୍ଧି

ଭୁୁବନେଶ୍ୱର: ଓଡ଼ିଶା ଓ ଓଡ଼ିଶାର ସଂସ୍କୃତି,ଐତିହ୍ୟ ପ୍ରତି ଅସମ୍ମାନ କରିଥିବା ବୈଜୟନ୍ତ ପଣ୍ଡାଙ୍କ ଅଣଓଡ଼ିଆ ବନ୍ଧୁ ଅଭିଜିତ୍ ଆୟାର ମାମଲାରେ ଆଜି ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଛନ୍ତି । ଅଭିଜିତ୍ ଙ୍କ ପକ୍ଷରୁ ଆଗତ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି...

Read more

ବନ୍ଧୁଙ୍କୁ ପର କଲେ ବୈଜୟନ୍ତ

ଭୁବନେଶ୍ୱର: ୧୦ ଦିନ ଧରି ମୁହଁ ଖୋଲୁନଥିଲେ । ଆଜି ଖୋଲିଲେ । ଅଭିଜିତ୍ ଆୟାର ମିତ୍ର ତାଙ୍କ ବନ୍ଧୁ ନୁହଁନ୍ତି ବୋଲି ବୈଜୟନ୍ତ ପଣ୍ଡା ଦାବି କରିଛନ୍ତି । ସାଲେପୁରରେ ‘ହେଇଯାଉ’ କାର୍ଯ୍ୟକ୍ରମରେ ଯୋଗଦେଇ ସେ ତାଙ୍କର ଏହି ବହୁ...

Read more
Page 874 of 1023 1 … 873 874 875 … 1,023