Our Correspondent

କରୁଣାନିଧି ଆଉ ନାହାନ୍ତି

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସୁପ୍ରିମୋ ଏମ.କରୁଣାନିଧିଙ୍କ ପରଲୋକ ହୋଇଯାଇଛି । ଚେନ୍ନାଇର କାବେରୀ ହସ୍ପିଟାଲ୍ ରେ ଚିକିତ୍ସାଧୀନ କରୁଣାନିଧି ଆଜି ସଂଧ୍ୟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସଂଧ୍ୟା ୬ଟା ୧୦ରେ ତାଙ୍କର ଦେହାନ୍ତ ହୋଇଥିଲା...

Read more

ନବୀନ ହେବେ ଅସଲ ଖେଳାଳୀ

ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡ଼ିର ଆଭିମୁଖ୍ୟ କ’ଣ ହେବ ସମସ୍ତଙ୍କ ଉତ୍କଣ୍ଠା ବଢ଼ିଯାଇଛି । ୯ ସଦସ୍ୟ ବିଶିଷ୍ଟ ଏହି ଦଳ ଏନଡିଏ ପଟେ ରହିବ ନା ବିରୋଧୀ ମେଣ୍ଟ ପଟେ ରହିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ...

Read more

ଟିଟୋ ପାଇଁ ପ୍ରେମ! ଅମିନ୍ ଙ୍କଠାରୁ ଓକିଲଙ୍କ ଯାଏଁ…

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଟିଟୋକୁ କେନ୍ଦ୍ରାପଡ଼ା ସହର ଭିତରେ ପେଟ୍ରୋଲ୍ ପମ୍ପ ପାଇଁ ଜାଗା ଆବଣ୍ଟନର ସାଂଘାତିକ ତଥ୍ୟ ଲାଗିଛି ମିଡ଼ ଡ଼େ ଓଡ଼ିଶା ହାତରେ । କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି କାଉନସିଲ୍, ଏକଜ୍ୟୁଟିଭ୍ ଅଫିସର, ଅମିନ, ଓକିଲଙ୍କ ମିଳିତ ଉଦ୍ୟମରେ ଟିଟୋ ପତ୍ନୀଙ୍କୁ...

Read more

ବିଜେପି ମଣ୍ଡଳରେ ବିଦ୍ରୋହ; ଧର୍ମେନ୍ଦ୍ରଙ୍କ ବିରୋଧରେ ଫେରାଦ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରବଳ ମାମଲତିକାରକୁ ଆଉ ଗ୍ରହଣ କରିବା ଅବସ୍ଥାରେ ନାହାନ୍ତି ତୃଣମୂଳ ନେତା ଓ କର୍ମୀ । ଦଳରେ ପ୍ରକୃତ କର୍ମୀଙ୍କୁ କୋଣଠେସା କରାଯାଇ ଆମଦାନି ତଥା ବୋଲକରା ନେତାଙ୍କୁ ପ୍ରାଧାନ୍ୟ ଦିଆଯାଉଥିବାରୁ ରାଜ୍ୟର କୋଣ ଅନୁକୋଣରେ...

Read more

୨୩ ଅଫିସରଙ୍କ ବଦଳି, ୮ ଜିଲ୍ଲାରେ ନୂଆ ଜିଲ୍ଲାପାଳ

ଭୁବନେଶ୍ୱର: ଉଚ୍ଚ ପ୍ରଶାସନିକସ୍ତରରେ ରାଜ୍ୟ ସରକାର ଆଜି ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ସମୁଦାୟ ୨୩ ଅଫିସରଙ୍କ ବଦଳି ହୋଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ୮ ଜିଲ୍ଲାପାଳ । ପୁରୀ, କଟକ, ଗଂଜାମ, କେନ୍ଦ୍ରାପଡ଼ା, ବୌଦ୍ଧ, କଳାହାଣ୍ଡି,...

Read more

ତେଲେଙ୍ଗାନା ମଡ଼େଲ; ନିର୍ବାଚନ ପୂର୍ବରୁ ବିଧାନ ପରିଷଦ !

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ରାଜ୍ୟ ସରକାର ତତ୍ପର ହୋଇଛନ୍ତି । ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ଅନୁଧ୍ୟାନ କମିଟି ଆଜି ତାଙ୍କର ସୁପାରିଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି ।...

Read more

ବୈଜୟନ୍ତଙ୍କ ବେକରେ ବିଜେପି ଗାମୁଛା

କଟକ: ବେକରେ ପଦ୍ମ ମାର୍କା ଉତ୍ତରୀୟ ସହ ବୈଜୟନ୍ତ ପଣ୍ଡାଙ୍କର ବିଜେପି ବହିନି ହୋଇଛି ! ବୁଧବାର କଟକରେ ବୈଜୟନ୍ତଙ୍କର ଚା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ‘ହେଇଯାଉ’ ଅନୁଷ୍ଠିତ ହୋଇଥିଲା । ଏଥିରେ ବୈଜୟନ୍ତଙ୍କୁ ପଦ୍ମ ମାର୍କା ଗେରୁଆ ଉତ୍ତରୀୟ ଦେଖିବାକୁ...

Read more
Page 886 of 1023 1 … 885 886 887 … 1,023