ଧର୍ମେନ୍ଦ୍ରଙ୍କ ଜର୍ଣ୍ଣାଲିଷ୍ଟସ୍ ମିଟ୍
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱରର ସାଣ୍ଡି ଟାୱାର ହୋଟେଲରେ ସାମ୍ବାଦିକମାନଙ୍କ ସହ ଏକ ମତ ବିନିୟମ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ବ୍ୟକ୍ତିଗତ ଭାବେ ସବୁ ଖବରକାଗଜ, ଟିଭିର ସମ୍ପାଦକ ଓ ବରିଷ୍ଠ ସାମ୍ବାଦିକମାନଙ୍କୁ ସେଠାକୁ ଆମନ୍ତ୍ରଣ କରାଯାଇଥିଲା...
Read more








