Our Correspondent

ଦେବାଶିଷଙ୍କୁ ନେଇ ବିଜେଡ଼ିରେ ଅସନ୍ତୋଷ

ଭୁବନେଶ୍ୱର: ବିଧାୟକ ଦେବାଶିଷ ନାୟକ ଏବେ ବିଜେଡ଼ି ପାଇଁ ଭାରି ହୋଇଛନ୍ତି । ତାଙ୍କର ହମବଡ଼ା ନୀତି ବହୁକ୍ଷେତ୍ରରେ ଦଳକୁ ଅଡୁଆରେ ପକାଉଛି । ସହଯୋଗୀ ନେତାମାନଙ୍କୁ ସେ ପାସଙ୍ଗରେ ନେଉ ନ ଥିବା ନେଇ ବହୁ ଅଭିଯୋଗ ଆସିଛି ।...

Read more

ଧର୍ମେନ୍ଦ୍ରଙ୍କ ଶିବିରରେ ବୈଜୟନ୍ତ କମ୍ପନ !

ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କ ସମ୍ଭାବ୍ୟ ବିଜେପି ଯୋଗଦାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶିବିରକୁ ପ୍ରମାଦ ଆଣିଛି । ବୈଜୟନ୍ତଙ୍କ ହେଭି ବାର୍ଗେନିଂକୁ ଦଳୀୟ ନେତୃତ୍ୱ କାଳେ ଗ୍ରହଣ କରିନେବେ ସେହି ଆଶଙ୍କାରେ ପଡ଼ିଛନ୍ତି । ଓଡ଼ିଶାରେ ଦଳର ଫେସ୍ ବନିବାକୁ ବୈଜୟନ୍ତ...

Read more

ବୈଜୟନ୍ତଙ୍କ ବରାଦୀ ଇଣ୍ଟରଭ୍ୟୁ !

ଭୁବନେଶ୍ୱର: ବିଜେଡ଼ିରୁ ଇସ୍ତଫା ଦେବା ପରେ ବୈଜୟନ୍ତ ପଣ୍ଡା ତାଙ୍କ ପଲିଟିକାଲ୍ ଗେମ୍ ଆରମ୍ଭ କରିଛନ୍ତି । ପ୍ରଥମ ଅଧ୍ୟାୟର ପ୍ଲଟ୍ ହୋଇଛି ବନ୍ଧୁ ଅର୍ଣ୍ଣବ ଗୋସ୍ୱାମୀଙ୍କ ସହ ରିପବ୍ଲିକ ଟିଭିରେ ଇଣ୍ଟରଭ୍ୟୁ । ମାପିଚୁପି ଭଲ ଟାଇମିଂ କରାଯାଇଛି ।...

Read more

ଘୋଷଣା ହେଲା କଂଗ୍ରେସ ଜିଲ୍ଲା ସଭାପତି ତାଲିକା

ଭୁବନେଶ୍ୱର: ଏଆଇସିସି ପକ୍ଷରୁ ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା କରାଯାଇଛି । କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆଜି ସେମାନଙ୍କୁ ନିଯୁକ୍ତ କରିଛନ୍ତି । ୨୨ ଜିଲ୍ଲା ସଭାପତିଙ୍କୁ ବଦଳି କରାଯାଇ ନୂଆ ସଭାପତି...

Read more

ବାହାରିଲା ଯୁକ୍ତ ଦୁଇ କଳା, ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇଛି । କଳାରେ ୬୮.୭୯%, ବାଣିଜ୍ୟରେ ୭୪.୯୮% ଏବଂ ଧନ୍ଦାମୂଳକ ଶିକ୍ଷାରେ ୫୨.୬୧% ଛାତ୍ରଛାତ୍ରୀ ପାସ୍...

Read more

ସାମ୍ବାଦିକଙ୍କ ମନ ଜିଣିଲେ ମୁଖ୍ୟମନ୍ତ୍ରୀ, ଶୁଭେଚ୍ଛାର ସୁଅ

ଭୁବନେଶ୍ୱର: ଓଡ଼ିଶା ସରକାର ସାମ୍ବାଦିକମାନଙ୍କ କଲ୍ୟାଣ ତଥା ମୌଳିକ ସମସ୍ୟାର ସମାଧାନ ପାଇଁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏହା ଅତୁଳନୀୟ ଏବଂ ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିଛି । କୌଣସି ରାଜ୍ୟ ସରକାର ସାମ୍ବାଦିକଙ୍କ ପାଇଁ ଏଭଳି ସୁବିଧା...

Read more

ଓଡ଼ିଶା ଛୁଇଁଲା ‘ମୌସୁମୀ’

ଭୁବନେଶ୍ୱର: ଓଡ଼ିଶା ଛୁଇଁଛି ‘ମୌସୁମୀ’ । ସ୍ୱାଭାବିକ ସମୟର ଦୁଇଦିନ ଆଗରୁ ଆଜି ଓଡ଼ିଶାକୁ ଏହା ପ୍ରବେଶ କରିଛି । ମାଲକାନଗିରିରୁ ଆରମ୍ଭ ହୋଇ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆରମ୍ଭ ହୋଇଯାଇଛି ମୌସୁମୀ ବର୍ଷା । ଆସନ୍ତା ୨୪ ଘଣ୍ଟା...

Read more
Page 897 of 1023 1 … 896 897 898 … 1,023