Our Correspondent

ଆସନ୍ତାକାଲି କଂଗ୍ରେସ ଉତ୍ସବ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ନବନିଯୁକ୍ତ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସହ ନବନିଯୁକ୍ତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ଟିମ୍ ଆସନ୍ତାକାଲି ଭୁବନେଶ୍ୱର ଆସିବେ । ଅପରାହ୍ନ ସାଢ଼େ ୫ଟାରେ ସେମାନେ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ...

Read more

ମହାପାତ୍ରଙ୍କ ପାଇଁ ଅଦୃଶ୍ୟ ଚାପ; ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ବି କାମ କରୁନି

ଭୁବନେଶ୍ୱର: ଗତବର୍ଷ ଅକ୍ଟୋବର ୩ ତାରିଖରେ ରାଜ୍ୟର ଡ୍ରଗସ୍ କଣ୍ଟ୍ରୋଲର ଭାବେ ଅନ୍ନଦା ଶଙ୍କର ଦାସଙ୍କ ନିଯୁକ୍ତି ଅର୍ଡର ବାହାରିଲା । ସେ ତୁରନ୍ତ ଦାୟିତ୍ୱ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅର୍ଡରରେ କୁହାଯାଇଥିଲା । ଆଶ୍ଚର୍ଯ୍ୟର କଥା, ସ୍ୱାସ୍ଥ୍ୟ ବିଭାଗରେ...

Read more

କଲବଲ ହେଇଗଲେ ସଲିମ୍

- ବୈଜୟନ୍ତଙ୍କ ଅଫିସ୍ ଆୟୋଜିତ ପ୍ରେସମିଟ୍ ରେ ସଲିମ୍ ହାଜର - ବୈଜୟନ୍ତଙ୍କ ପାଇଁ ଓକିଲାତି କରିବାକୁ ଯାଇ ହୀନସ୍ତା - କ’ଣ ଖୁଲାସା ହେଲା କେହି ବୁଝି ପାରିଲେନି ଭୁବନେଶ୍ୱର: ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମର୍ଥକ ଭାବେ ଜଣାଶୁଣା କେନ୍ଦ୍ରାପଡ଼ା...

Read more

ପ୍ରସାଦ ହଟିଲେ, ନିରଞ୍ଜନ ପଟ୍ଟନାୟକ ହେଲେ ପିସିସି ସଭାପତି

ଭୁବନେଶ୍ୱର: ସବୁ ପ୍ରତୀକ୍ଷା, କଳ୍ପନାଜଳ୍ପନାର ଅବସାନ ଘଟିଛି । ନିରଞ୍ଜନ ପଟ୍ଟନାୟକଙ୍କୁ ଆଜି ପିସିସି ସଭାପତି ଘୋଷଣା କରାଯାଇଛି । ବିଧାୟକ ନବ ଦାସ, ଚିରଞ୍ଜିବୀ ବିଶ୍ୱାଳ ଏବଂ ପ୍ରଦୀପ ମାଝୀ କାର୍ଯ୍ୟକାରୀ ସଭାପତି ହୋଇଥିବା ବେଳେ ଭକ୍ତଚରଣ ଦାସଙ୍କୁ ପ୍ରଚାର...

Read more

ବିଜେଡ଼ିରେ ଅରୂପ ପଟ୍ଟନାୟକ

ଭୁବନେଶ୍ୱର: ପୂର୍ବତନ ମୁମ୍ବାଇ ପୁଲିସ କମିଶନର ଅରୂପ ପଟ୍ଟନାୟକ ବିଜେଡ଼ିରେ ମିଶିଛନ୍ତି । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡ଼ିରେ ଯୋଗଦେଇଛନ୍ତି । ବିଜେଡ଼ିରେ ନିଜକୁ ସାମିଲ କରି ସେ ଖୁସି ପ୍ରକଟ କରିବା ସହ...

Read more

ବୈଜୟନ୍ତ ବେଇମାନ୍ !!

ଭୁବନେଶ୍ୱର: ରାଜ୍ୟର ମୁଖ୍ୟମନ୍ତ୍ରୀ ଗୁରୁତର ଅସୁସ୍ଥ ବୋଲି ଏକ ଗୁଜବ ତିଆରି କରି ତାକୁ ପ୍ରଚାର କରାଇବା ନିଜ ଦଳର ଜଣେ ସୁସ୍ଥ ରାଜନୈତିକ ବ୍ୟକ୍ତିବିଶେଷଙ୍କ ପକ୍ଷରେ ସମ୍ଭବ କି ? ବ୍ୟକ୍ତିଗତ ରାଗ ରଖି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଜନମାନସରେ ଅସୁସ୍ଥ...

Read more

ବୈଜୟନ୍ତଙ୍କ ମୁଖା ଖୋଲିଦେଲେ ସାଥୀ

ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତା ନେଇ ବୈଜୟନ୍ତ ମିଥ୍ୟା ପ୍ରଚାର କରୁଥିଲେ: ଦେବୁ ଭୁବନେଶ୍ୱର: ସାଂସଦ ବୈଜୟନ୍ତ ପଣ୍ଡା କେଡ଼େ ଭୟଙ୍କର ତାହା ଆଜି ଖୋଲିଦେଇଛନ୍ତି ତାଙ୍କର ରାଜନୈତିକ ସଂଯୋଜକ ଦେବାଶିଷ(ଦେବୁ) ମଲ୍ଲିକ । ବୈଜୟନ୍ତଙ୍କ ବିରୋଧରେ ବିଜେଡ଼ି ଯେଉଁସବୁ ଅଭିଯୋଗ ଆଣିଥିଲା ତାହା...

Read more
Page 909 of 1022 1 … 908 909 910 … 1,022