ହୃଦଘାତ୍ ନୁହେଁ, ବାଥଟବ୍ ରେ ବୁଡ଼ିଗଲେ ଶ୍ରୀଦେବୀ !
ମୁମ୍ବାଇ: ଶ୍ରୀଦେବୀଙ୍କ ମୃତ୍ୟୁ ଦୃଦଘାତରେ ହୋଇନାହିଁ । ହୋଟେଲ ରୁମ୍ ବାଥଟବ୍ ରେ ବୁଡ଼ି(ଆକ୍ସିଡେଣ୍ଟାଲ୍ ଡ୍ରାଉନିଂ) ସେ ପ୍ରାଣ ହରାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି । ଭାରସାମ୍ୟ ହରାଇ ସେ ତଳେ ପଡ଼ିଯାଇଥିବା କୁହାଯାଉଛି । ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ...
Read more








