Our Correspondent

ହୀନସ୍ତାରେ ବୈଜୟନ୍ତ: ଷ୍ଟେଜ୍ ଖାଲି, ଆୟୋଜକ ଚମ୍ପଟ୍

କେନ୍ଦ୍ରାପଡ଼ା: ବିଜେଡ଼ିରୁ ନିଲମ୍ବିତ ହେବାର ୧୦ ଦିନ ପରେ ଆଜି ନିଜ ନିର୍ବାଚନମଣ୍ଡଳୀ ଆସିଥିଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । ପଟ୍ଟାମୁଣ୍ଡାଇ ଅଣ୍ଡରାରେ ପାଣିଟାଙ୍କି ଉଦଘାଟନ କରିବା ସହ ମାର୍ଶାଘାଇ ବ୍ଲକ୍ ରେ ନିଜ ସମର୍ଥକଙ୍କ ଦ୍ୱାରା ଆୟୋଜିତ ଏକ...

Read more

ବୈଜୟନ୍ତଙ୍କଠି ବାଜିବ ସାତକୋଶିଆ ଛାଟ !

ଭୁବନେଶ୍ୱର: ସାତକୋଶିଆ ବାଘ ଅଭୟାରଣ୍ୟରେ ହେଲିକପ୍ଟର ଉଡ଼ାଣର ମଜ୍ଜା ନେଇଥିବା ବୈଜୟନ୍ତ ପଣ୍ଡା ଖୁବ୍ ଶୀଘ୍ର କାଠଗଡ଼ାକୁ ଭିଡ଼ା ହେବେ । ଚାପି ରହିଥିବା ଏହି ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରୀସ୍ତରରେ ତନାଘନା ଆରମ୍ଭ ହୋଇଛି । ୮ ବର୍ଷ...

Read more

ମାହାଙ୍ଗା ଲାଇଭ୍

କଟକ: ମାହାଙ୍ଗାର ଶାରଦା ଓରଫ୍ ବୁଲୁ ପ୍ରଧାନ ଜଣେ ଭଲ ସଂଗଠକ । ବିଜେଡ଼ି ଟିକେଟ ପାଇବେ ବୋଲି ଗତଥର ଆଶା ବାନ୍ଧିଥିଲେ ହେଲେ ପାଇଲେନି । ବିଜେଡ଼ିର ବିଦ୍ରୋହୀ ପ୍ରାର୍ଥୀ ଭାବେ ପ୍ରତାପ ଜେନାଙ୍କ ବିରୋଧରେ ସ୍ୱାଧୀନ ଭାବେ ଲଢ଼ିଥିଲେ...

Read more

ଓଡ଼ିଶାବାସୀଙ୍କୁ ନା, ନାଗାଲାଣ୍ଡବାସୀଙ୍କୁ ହଁ !

ଭୁବନେଶ୍ୱର: ରାଜ୍ୟପାଳଙ୍କ ବିରୋଧରେ ଗୁରୁତର ଅଭିଯୋଗ । ନିଜ ପଦ ଓ ଗାରିମାର ଅପବ୍ୟବହାର କରୁଛନ୍ତି ରାଜ୍ୟପାଳ ଡ. ଏସ.ସି.ଜମିର । ଓଡ଼ିଶା ରାଜକୋଷକୁ ନିଜ ରାଜ୍ୟ ପାଇଁ ଅପବ୍ୟବହାର କରୁଛନ୍ତି । ଯେଉଁ ରାଜ୍ୟର ପ୍ରଥମ ନାଗରିକ ପଦରେ ଅଧିଷ୍ଠିତ...

Read more

ପଦ ହରାଇଲେ ଯୋଗେଶ ସିଂ, ଆଉ ଏକ ଉପନିର୍ବାଚନ !

କଟକ: ସୁନ୍ଦରଗଡ଼ର କଂଗ୍ରେସ ବିଧାୟକ ଯୋଗେଶ ସିଂ ତାଙ୍କର ପଦ ହରାଇଛନ୍ତି । ହାଇକୋର୍ଟ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି । ଜାଲ୍ ଜାତିଗତ ପ୍ରମାଣପତ୍ର ନେଇ ଯୋଗେଶଙ୍କ ବିରୋଧରେ ଦୁଇ ଦୁଇଟି ନିର୍ବାଚନୀ ଅନିୟମିତତା ମାମଲା ହାଇକୋର୍ଟରେ ବିଚାରାଧୀନ...

Read more

ବିଜେପୁର ମୈଦାନ ରେଡ୍ଡି

ଭୁବନେଶ୍ୱର: ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରି ବିଜେପୁର ଉପନିର୍ବାଚନ ମୈଦାନକୁ ଓହ୍ଲାଇଛି ବିଜେପି । ଗତକାଲି ବିଳମ୍ବିତ ରାତିରେ ବିଜେପି କେନ୍ଦ୍ରୀୟ କମିଟି ଶ୍ରୀ ପାଣିଗ୍ରାହୀଙ୍କ ନାଁ ଘୋଷଣା କରିଛି । ବହୁପୂର୍ବରୁ ବିଜେଡ଼ି ରୀତା ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଛି...

Read more

ମିଥ୍ୟା ସତ୍ୟପାଠ: ବୈଜୟନ୍ତଙ୍କ ବିରୋଧରେ ଜିଲ୍ଲାପାଳଙ୍କଠାରେ ଫେରାଦ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଅଡୁଆ ବଢ଼ିଛି । ତାଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଅଭିଯୋଗ ଏବେ ଜିଲ୍ଲା ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲାପାଳଙ୍କ ଦରବାରକୁ ଆସିଛି । ଗଗନ ବିହାରୀ ଜେନା ନାମକ ଜନୈକ ଆଡଭୋକେଟ୍ ଆଜି...

Read more
Page 928 of 1022 1 … 927 928 929 … 1,022