ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କଲେ ଆଦିବାସୀ ଆତ୍ମା
ଭୁବନେଶ୍ୱର(ମିଡ-ଡ଼େ ଓଡ଼ିଶା): ବିଜେଡ଼ି ପରିବର୍ଦ୍ଧିତ କାର୍ଯ୍ୟକର୍ତା ସମ୍ମିଳନୀ ଆରମ୍ଭ ହେଲା ସକାଳ ୧୦ଟାରେ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସମ୍ମିଳନୀରେ ମୁଣ୍ଡି ମାରିବାକୁ ଆସିଲେ ସଂଧ୍ୟା ୫ ଟା ୪୦ରେ । କନ୍ଧମାଳରେ ୫ ନିରୀହ ଆଦିବାସୀଙ୍କୁ ଜବାନଙ୍କ ବର୍ବରୋଚିତ...
Read more








