ରାଜ୍ୟସଭା ଚୌକି: ଆଶାୟୀ ଅନେକ, ନାଁ ଚୂଡ଼ାନ୍ତ !
ଭୁବନେଶ୍ୱର: ଏପ୍ରିଲରେ ଓଡ଼ିଶାରୁ ଖାଲି ପଡୁଥିବା ତିନୋଟି ରାଜ୍ୟସଭା ଆସନ ପାଇଁ ବିଜେଡ଼ିରେ ଏବେ ଆଶାୟୀଙ୍କ ଭିଡ଼ । ମୁଖ୍ୟମନ୍ତ୍ରୀଙ୍କ ମନ ଜିଣିବା ପାଇଁ ଯେଛା ବାଟେ କୌଶଳ ଆପଣେଇଲେଣି । ନବୀନଙ୍କ ନିକଟତର କୁହାଯାଉଥିବା କାର୍ପଟଦାର ନେତାଙ୍କ ପାଖରେ ସେମାନଙ୍କ...
Read more







