Our Correspondent

ରାଜନୀତି ଜମିଲା: ବିଜୟ-ବିଜେପି ମୁହାଁମୁହିଁ

ଭୁବନେଶ୍ୱର: ବିଜେପିରୁ ଅଲୋଡ଼ା ହୋଇପଡ଼ିଥିବା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସହ ମୁହାଁମୁହିଁ ହୋଇଛନ୍ତି ଦଳର ତଥାକଥିତ ମୁଣ୍ଡିଆଳ । ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ଡ୍ୟାମ ନିର୍ମାଣ ଓ ମହାନଦୀ ଟ୍ରିବ୍ୟୁନାଲ୍ ଗଠନ ପ୍ରସଙ୍ଗରେ ବିଜୟଙ୍କ ମନ୍ତବ୍ୟ ସେମାନଙ୍କୁ ତତେଇ ଦେଇଛି...

Read more

ଉପୁରି ଟଙ୍କାରେ ବିଦେଶ ଭ୍ରମଣ ନିଶା, ଫସିଲେ ବିଶ୍ୱାଳ

ଭୁବନେଶ୍ୱର: ଶୁକ୍ରବାର ଦିନ ପତ୍ନୀ ଓ ଝିଅଙ୍କୁ ସାଙ୍ଗରେ ଧରି ବିଦେଶ ଭ୍ରମଣରେ ଯାଇଥାଆନ୍ତେ କୁଳମଣି ବିଶ୍ୱାଳ । ଭୁବନେଶ୍ୱରରୁ ଦିଲ୍ଲୀ ହୋଇ ଅଷ୍ଟ୍ରେଲିଆ ବାଟ ଧରିଥାଆନ୍ତେ । ମାତ୍ର ତାହା ଫସରଫାଟିଯାଇଛି । ଉପୁରି ଟଙ୍କାରେ ବିଦେଶ ଭ୍ରମଣର ଯୋଜନାକୁ...

Read more

ଯାହା ନାହିଁ କାଳେବେଳେ..ନଗଡ଼ାରେ ଜନ୍ମଦିନ ପାଳିଲେ ଘଡ଼ାଇ

ଯାଜପୁର: ପୂର୍ବତନ ପାୱାରଫୁଲ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ତାଙ୍କ ପୂର୍ବତନ ନିର୍ବାଚନମଣ୍ଡଳୀର ବିଶ୍ୱବିଖ୍ୟାତ ଗାଁ ନଗଡ଼ାକୁ ଝୁରିଛନ୍ତି । ୭୭ ବର୍ଷର ଜନ୍ମବାର୍ଷିକୀକୁ ନଗଡ଼ାରେ ପାଳି ନିଜକୁ ମହାନ ଦେଖାଇଛନ୍ତି । ଗଲା ୭ ତାରିଖରେ ଘଡ଼ାଇ ନଗଡ଼ା ଯାଇ ଗ୍ରାମବାସୀଙ୍କ...

Read more

ରହସ୍ୟ! ବିଜେଡ଼ି ନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ବିଜେଡ଼ି ନେତ୍ରୀ ସଂଯୁକ୍ତା ମହଲ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବ୍ଲେଡ୍ ରେ ନିଜ ବାମ ହାତ କାଟି ସେ ଆତ୍ମହତ୍ୟା ଉଦ୍ୟମ କରିବାରୁ ଗୁରୁତର ଆହତ ହୋଇଛନ୍ତି । ଗତକାଲି ରାତିରେ ଏହି ଘଟଣା ଘଟିବା ପରେ ପରିବାର...

Read more

ମନ ପାଉନାହାନ୍ତି ବିଧାୟକଦଳ !

ଭୁବନେଶ୍ୱର: ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ବିଳମ୍ବ ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରି ବିଜେପି ବିଧାୟକ ଦିଲ୍ଲୀପ ରାୟ ବିବାଦ ଛିଡ଼ା କରାଇବା ପରେ ଏବେ ତାହା ହଟ୍ ଟପିକ୍ ହୋଇଛି । ଏହି ପ୍ରସଙ୍ଗରୁ ଫାଇଦା ଉଠାଉଥିବା...

Read more

ବିଜୟ ବାଣ: ଧର୍ମେନ୍ଦ୍ର ଶୁଣୁଛନ୍ତି ତ ?

ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଏକ ଟିଭି ସାକ୍ଷାତକାରରେ ନକହି ନକହି ମଂଜି କଥା ଗୁଡ଼ାଏ କହିଛନ୍ତି । ବିଜେପିକୁ ଅହଂକାରର ଚକଡ଼ା ପୋକ ମାଡ଼ିଯାଇଛି ବୋଲି କିଛି ଦିନ ତଳେ ସେ ଦେଇଥିବା ମନ୍ତବ୍ୟ ଦଳରେ ଜ୍ୱଳନ...

Read more

ଟ୍ରିବ୍ୟୁନାଲ୍ ତାତି: କେନ୍ଦ୍ର ସରକାରଙ୍କ ବେଇମାନି

ଭୁବନେଶ୍ୱର: ମହାନଦୀ ଜଳବିବାଦ ଘଟଣାରେ ଟ୍ରିବ୍ୟୁନାଲ୍ ଗଠନ ପାଇଁ କେନ୍ଦ୍ର ସରକାର ମନା କରିଦେବା ପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଜି ବିଧାନସଭା ଅଚଳ ହୋଇଯାଇଛି । ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିଜେଡ଼ି ବିଧାୟକମାନେ ନିଜ...

Read more
Page 940 of 1022 1 … 939 940 941 … 1,022