ସ୍ୱର୍ଗରୁ ହାରିଗଲେ ଇତିଶ୍ରୀ, ସନ୍ଦେହରେ ସିବିଆଇ
ଭୁବନେଶ୍ୱର: ହାତ ଟେକିଦେଲା ସିବିଆଇ । ପହଞ୍ଚିପାରିଲାନି ନୀଳ ଜିନ୍ ପ୍ୟାଣ୍ଟ ପିନ୍ଧା ହତ୍ୟାକାରୀ ପାଖରେ । ଆଉ ବନ୍ଦ ହୋଇଗଲା ଇତିଶ୍ରୀ ପ୍ରଧାନ ଚାପ୍ଟର୍ । ସିବିଆଇ ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ଆଜି ଇତିଶ୍ରୀ ହତ୍ୟା ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି...
Read more








